Breaking News

ଭିଡିଓ ଦେଖନ୍ତୁ – ସବ୍ୟସଚୀ ଓ ଅର୍ଚ୍ଚିତାଙ୍କ ରିସେପସନ ପାର୍ଟିରେ ଯୋଗ ଦେଲେ ଅନୁଭବ ଓ ବର୍ଷା

ଆଜି ଆମେ ଜାଣିବା ଯେ ସବ୍ୟସଚି ଓ ଅର୍ଚ୍ଚିତା ଙ୍କ ବିବାହ ରିସେପେଶନ୍ ରେ କେଉଁ ଅଭିନେତା ମାନେ ଯୋଗ ଦେଇଥିଲେ ।
ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତାହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ ।

ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା । ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ ।  ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି ।ତାଙ୍କର ବିବାହ ୨୦୨୦ ମାର୍ଚ୍ଚ ରେ ହବା ର ଥିଲା କରୋନା ମହାମାରୀ କାରଣ ରୁ ସେ ଯଦି ଓଡ଼ିଶା ରେ ବିବାହ ଘର ଉତ୍ସବ ଟି ପାଳନ କରିଥାନ୍ତେ ତାହାଲେ ବହୁ ଗୁଡ଼ିଏ ଫ୍ୟାନ ଏବଂ ରିଲେଟିଭ୍ ଯୋଗ ଦେଇଥାନ୍ତେ । ଫଳ ରେ କୋରାନ କାରଣ ରୁ ଜଣ ଗହଳି ବଢି ଥାନ୍ତା ସେଥିପାଇଁ ସେ କାହାରି କୁ ନଜଣେଇ ରାଜସ୍ଥାନ ରେ ପରିବାର ଲୋକ ଙ୍କ ଉପସ୍ଥିତି ରେ ବିବାହ କରିଥିଲେ । ତାଙ୍କର ରିଶୀପେସନ୍ ଓଡ଼ିଆ ଫିଲ୍ମ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦବା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ଆସିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.