Breaking News

ରାଜ୍ୟ ସରକାର ଜାରି କରିଲେ ଭିଡିଓ ବାର୍ତ୍ତା ସାରା ଓଡିଶାରେ ଏହି ତାରିଖରୁ ହେବ ଲକଡାଉନ!

ମୁଖ୍ୟମନ୍ତ୍ରୀ ଜାରି କଲେ ବାର୍ତ୍ତା ସେ କଣ କହିଛନ୍ତି ଆସନ୍ତୁ ଜାଣିବା । ସେ ପ୍ରଥମେ ନମସ୍କାର ଜଣାଇ ଛନ୍ତି ଆଉ କହିଛନ୍ତି ଯେ ଆପଣ ମାନଙ୍କ ସହ ଯୋଗ ରେ ଓଡ଼ିଶା ଆଜି କରୋନା ର ଭଲ ପରିସ୍ଥିତି ରେ ଅଛି । ଆମର ଏହି ପଦକ୍ଷେପ ୱାର୍ଲ୍ଡ ହେଲ୍ଦେ ଅର୍ଗନାଇଯେସେନ୍ ମଧ୍ୟ ପ୍ରଶଂସା କରିଛନ୍ତି ଓ ଆମ ରାଜ୍ୟ ରେ ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଜିରୋ ଇଫେକ୍ସନ୍ ଆମର ଲକ୍ଷ୍ୟ । ମୁଁ ଆଗରୁ କହିଥିଲି ଓ ବର୍ତ୍ତମାନ ଭି କହୁଛି ଯେ ଲୋକ କ୍ଷେତ୍ର ରେ ଆତ୍ମସନ୍ତୋଷ ଠିକ୍ ନୁହେଁ କାରଣ ବିପଦ ଏ ପର୍ଯ୍ୟନ୍ତ ଟଳି ନାହିଁ । ମହାରାଷ୍ଟ୍ର , ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶ ରାଜ୍ୟ ମାନଙ୍କରେ ସ୍ଥିତି ବିଗିଡ଼ିବାରେ ଲାଗିଛି ।

ମହାରାଷ୍ଟ୍ର ରେ କେତେକ ଅଞ୍ଚଳ ରେ ଲକ୍ ଡାଉନ୍ ଫେରିଛି । ଲକ୍ ଡାଉନ୍ ସମୟ ର ଆସୁଭିଦା ଏବେ ବି ଆମ ସ୍ମୃତି ରେ ଅଛି । ଆମର ଅର୍ଥନୀତି , ସାମାଜିକତା ଓ ପିଲା ମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ର କୁ ଗଭୀର ଭାବେ ପ୍ରଭାବିତ କରିଛି । ଆପଣ ମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁ ପ୍ରଭାବିତ ଅବସ୍ଥା ଫେରିଛି । ଆମେ କେହି ଲକ୍ ଡାଉନ୍ ଫେରିବାକୁ ଚାହୁଁ ନାହୁଁ । ଲକ୍ ଡାଉନ୍ ନ ଫେରିବା ର ଗୋଟିଏ ଉପାୟ ଅଛି ତାହା ହେଲା ସତର୍କତା । ଆମେ ଯଦି ସତର୍କ ରହିବା ତାହାଲେ ଲକ୍ ଡାଉନ୍ ଭଳି ଜିନିଷ ଉପୁଜିବ ନାହିଁ ଓ ଆମେ କୋଭିଡ୍ ଗାଇଡ ଲାଇନ ପାଳନ କରିବା ।

ଯେମିତି କି ବାହାର୍ କୁ ଗଲେ ମାଷ୍କ ବ୍ୟବହାର କରିବା ବେକ୍ ରେ ଝୁଲାଇବା ନୁହେଁ ଭଲ ଭାବେ ପାଟି ଓ ନାକ କୁ ଘୋଡାଇ ରଖିବା । ଘର କୁ ଫେରିଲେ ଭଲ ଭାବେ ସାବୁନ୍ ରେ ହାତ ଧୋଇହେବା । ମୁଁହ, କାନ୍,ଆଖି,ପାଟି କୁ ବାରମ୍ବାର ଛୁଇଁବା ନାହିଁ । ସାମାଜିକ ଦୂରତା ରଖିବା । ଆବଶ୍ୟକ ହେଲେ ବଜାର କୁ ଯିବା । ବର୍ତ୍ତମାନ ଟୀକା କରଣ ଆମ ରାଜ୍ୟ ରେ ସଫଳ ଭାବେ ଚାଲିଛି । ଏ ଦିଗରେ ଆପଣ ମାନ ଙ୍କ ସହଯୋଗ ପାଇଁ କାମନା କରୁଛୁ ।

କରୋନା ଲଢେଇ ସମୟ ରେ ଆମେ ଆମର ବହୁତ୍ ବୈଜ୍ଞାନିକ ମାନ ଙ୍କୁ ହରାଇଛୁ । ସେମାନଙ୍କ ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖିନି । ସେହି ଯୋଦ୍ଧା ମାନଙ୍କ ବଳିଦାନ ଆମେ ବ୍ୟର୍ଥ ହବାକୁ ଦବାନି ଆଉ ସତର୍କ ହିଁ କରୋନା ଯୋଦ୍ଧା ମାନଙ୍କ ର ଶ୍ରଦ୍ଧାଞ୍ଜଳି । କରୋନା ଗାଇଡ ଲାଇନ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଓ ପୋଲିସ ମାନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସତର୍କ ରହିବ ଆମ ପାଇଁ ଭଲ ସେଥି ପାଇଁ ସତର୍କ ରୁହନ୍ତୁ ଓ କୋଭିଡ୍ ଗାଇଡ ଲାଇନ୍ ଙ୍କୁ ପାଳନ କରନ୍ତୁ ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *