Breaking News

5 ଦିନ ପରେ ଘରକୁ ଆସିଲା ବାବୁସାନ ମହାନ୍ତିଙ୍କ ପୁଅ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ ପାଞ୍ଚ ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।ଏହି ଖୁସି ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁସି ର ଲହରୀ ଖେଳିଯାଇଛି । ବାବୁଶାନ୍ ଙ୍କ ର ପୁଅ ହେଲା ପରେ ବାବୁଶାନ୍ ଙ୍କୁ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଅଭିନନ୍ଦନ ଜଣାଇବା ସହ ହସ୍ପିଟାଲ୍ ରେ ପହଞ୍ଚିଛନ୍ତି । ବାବୁଶାନ୍ ତାଙ୍କ ପୁଅ ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ସହ ସେୟାର କରିଛନ୍ତି ।

ଯାହାକୁ ଦର୍ଶକ ମାନେ ଦେଖି କହିଛନ୍ତି ଯେ ଆଗାମୀ ଦିନ ମାନ ଙ୍କ ର ବାବୁଶାନ୍ । ବାବୁଶାନ୍ ଓ ତୃପ୍ତି ବର୍ତ୍ତମାନ ଖୁସି ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି । ଏହି ଖୁସି ରେ ବାବୁଶାନ୍ ସମସ୍ତ ଙ୍କୁ ମିଠା ବାଣ୍ଟିବା ସହ ତାଙ୍କ ଫ୍ୟାନ ମାନ ଙ୍କୁ ସେୟାର କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ ଓ ଗତ କିଛି ବର୍ଷ ତଳେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାବୁଶାନ୍ ତାଙ୍କ ପୁଅ ନା ଦେଇଛନ୍ତି ସମର୍ଥ ।

ବାବୁଶାନ୍ ଙ୍କ ପୁଅ ପାଖା ପାଖି ହସ୍ପିଟାଲ୍ ରେ ୫ ଦିନ ରହିଲା ପରେ ଆଜି ଘର କୁ ଫେରିଛି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ବାବୁଶାନ୍ ଙ୍କ ଏକ ଫିଲ୍ମ୍ ଆସିବାକୁ ଯାଉଛି ଯାହାର ନାମ ହେଉଛି ବିଦ୍ୟାରାଣ୍ ଏହି ଫିଲ୍ମ୍ ରେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ଶିବାନୀ । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ବୈଦୟନାଥ ଦାସ ଦେଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *