Breaking News

5 ବର୍ଷର ଛୁଆ ବୁଡ଼ିଯିବାର ଦେଖି ଦୌଡ଼ି ଆସିଲେ ଲୋକମାନେ ତାପରେ ଯାହା ହେଲା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ଦର୍ଶକ ବନ୍ଧୁ ଏହି ଘଟଣାଟି ଘଟିଛି ୟୁପିର କାନ ପୁରରେ ରହୁଥିବା ରାମପାଲଙ୍କର, ରାମପାଲ ଜଣେ ଗରିବ ଲୋକ ଥିଲେ ସେ ତାଙ୍କ ପେଟ ପଶିବା ପାଇଁ ଚାଷ କରନ୍ତି | କିଛୁ ମାସ ପୂର୍ବରୁ ରାମପାଲର ବାହାଘର ହୋଇଥିଲା | ଦେଖୁ ଦେଖୁ ବାହାଘରକୁ 9ମାସ ପୁରିଗଲା ଆଉ ଦେଖୁ ଦେଖୁ ଟଙ୍କା ବାହାଘରକୁ ଗୋଟିଏ ବର୍ଷ ବିତିଗଲା ରାମପାଲ ଜଣେ ମହାଦେବଙ୍କ ବଡ ଭକ୍ତ ଥିଲେ |

ରାମପାଲ ସ୍ତ୍ରୀର ଛୁଆପିଲା ହେଉନଥିଲା ସେ ଗୋଟେ ଦିନ ମହାଦେବ ମନ୍ଦିରରେ ପୂଜା କରୁଥିଲେ ଆଉ ମନରେ ମହାଦେବଙ୍କୁ ସବୁ କଥା କହୁଥିଲେ | ଆଉ ମହାଦେବଙ୍କ କୃପାରୁ ରପାଳ ଙ୍କର ଏକ ସନ୍ତାନ ଜନ୍ମ ହୁଏ ରାମପାଲ ବହୁତ ଖୁସି ହୋଇଗଲା ଆଉ ମହାଦେବଙ୍କୁ ଧନ୍ୟବାଦ ଜଣାଇଲା | ତା ସ୍ତ୍ରୀ ମଧ୍ୟ ବହୁତ ଖୁଶି ମଧ୍ୟ ଥିଲେ ଗୋଟେ ଦିନ ରାମପାଲ ତାର ଛୁଆସହ ଚାଷ ଜମିରେ କାମ କରୁଥିଲେ |

ସେହି ସମୟେ ତାଙ୍କୁ ସୋସ ଲାଗିଲା ଆଉ ପାଣି ପିଇବାପାଇଁ ଏକ ପୋଖରୀରେ ପହଁଚିଲେ ଆଉ ସେହି ସମାୟେର ରପାଲର ଛୁଆ ସେହି ପୋଖରୀରେ ଗାଳିପଡିଲା ଆଉ ରାମପାଲ ଜୋରେ ଚିଲେଇବାକୁ ଲାଗିଲେ | ଆଉ ମହାଦେବଙ୍କୁ ଡାକି କହିଲେ ହେ ମହାଦେବ ମୋତେ ସାହାଯ୍ୟ କର ଆଉ ତାପରେ ମହାଦେବଙ୍କ ଚମତ୍କାର ହେଲା |

ତାପରେ ସେଠାକୁ କୁଆଡୁ ଏକ ବଡ ସାପ ଆସିଲା ଯାହାର ଆକାର ଅଲଗା ଶପଥରୁ ଅଧିକ ଥିଲା ସାପ ସେହି ଛୁଆକୁ ତାର ଲାଞ୍ଜରେ ଗୁଡେଇ ପୋଖରୀର କୂଳରେ ଛାଡିଦେଲା ଆଉ କୁଆଡେ ଉଭେଇଗଲା ଛୁଆ ରାମପାଲ ପାଖରେ ଭଲରେ ପହଁଚିଗଲା ରାମପାଲ ହାତଯୋଡ଼ି ମହାଦେବଙ୍କୁ ଧନ୍ୟବାଦ ଦେଲା | ଏହି ଭଳି ଆଶ୍ଚଯ୍ୟ ଜଣକ ଘଟଣା ବିଷୟରେ ଜାଣିବାକୁ ଚାହୁଁଥିଲେ ଆମ ସହ ଯୋଡି ହୋଇ ରହିଥାନ୍ତୁ ଧନ୍ୟବାଦ |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.