Breaking News

ଭିଡିଓ ଦେଖନ୍ତୁ – ସ୍ଵାତିକ ରାଧିକା(swatik radhika) ଙ୍କ ଘରକୁ ଆସିଲା ବହୁତ ବଡ ଖୁସି ଖବର ଭିଡିଓ ହେଲା ଭାଇରାଲ

ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ସତ୍ଵିକ୍ ଏବଂ ରାଧିକା ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ ।

ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସତ୍ୱିକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ସତ୍ବିକ୍ ଏବଂ ରାଧିକା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରଲ ହବାକୁ ଲାଗିଛି ଯେ ଯେ ସତ୍ବିକ୍ ଏବଂ ରାଧିକା ବିବାହ ବନ୍ଧନ ରେ ବନ୍ଧିହୋଇଛନ୍ତି । ହଁ ବନ୍ଧୁ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ରାଧିକା ଏବଂ ସତ୍ଵିକ୍ ଙ୍କ ପୋଷ୍ଟ ଭାଇରାଲ ହବା କୁ ଲାଗିଛି ଯେ ରାଧିକା ଏବଂ ସତ୍ବିକ୍ ଙ୍କ ସହ ଏକ ଛୋଟ ପିଲା ମଧ୍ୟ ଅଛି ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଏହି ପିଲା ଟି କାହାର ।

ଆମେ କହି ରଖୁଛୁ ଯେ ଏହି ଛୋଟ ଶିଶୁଟି ହେଉଛି ତାଙ୍କ ଭଉଣୀ ଝିଅ ଅଟନ୍ତି ବା ତାଙ୍କ ଭାନେଜୀ ଅଟନ୍ତି । ଆଗାମୀ ଦିନରେ ରେ ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ଲୋକ ମାନଙ୍କ ମଧ୍ୟରେ ଚର୍ଚା ହେଉଛି । ତେବେ ଦେଖା ଯାଉ ସେମାନେ ବାସ୍ତବ ରେ ଜୀବନରେ ଏକାଠି ହେଉଛନ୍ତି କି ନାହି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *