Breaking News

ବର୍ଷା ଫୁଣି ଏମିତି କାମ କରିଲେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ, କଥା ଦେଇ କଥା ରଖିଲେ ବର୍ଷା

କଥା ଦେଇ କଥା ରଖିଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ଆଉ ଜଣେ ସାଲବେଗ ଙ୍କୁ ଆବିଷ୍କାର କରିଛନ୍ତି ଓ ମଉଳି ଯାଉଥିବା ବଣ ମଲ୍ଲି କୁ ଚିହ୍ନି ପାରି ଓଡ଼ିଶାର ଘରେ ଘରେ ପରିଚିତ କରାଇବାକୁ ବ୍ୟବସ୍ଥା କରୁଛନ୍ତି ସିଏ ସେ ବଣ ମଲ୍ଲି ହଉଛନ୍ତି ସାଲେପୁର ର ଦୃଷ୍ଟି ହିନ୍ ଗାୟକ ଅବଦୁଲ ସମାଦ୍ ନିଯାମି । ବର୍ଷା ଶ୍ୟାମ ଚାଚା ଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କଲେ ଆଉ ଷ୍ଟୁଡିଓ ରେ ଚାଚା ଙ୍କ ଗୀତ ରେକର୍ଡିଂ କରାଇଲେ । ଆଉ କଟକ ର ଗୋଟେ ଗଲି ରେ ଅଟକି ଜୀବନୀ ଦ୍ଵିତୀୟ ସାଲବେଗ ଙ୍କ ଶ୍ୱର୍ ।

ଏବେ ଚାଚା ଙ୍କ କଣ୍ଠ ର ଭକ୍ତି ଭରା ଜଗନ୍ନାଥ ଙ୍କ ଜଣାଣ ଶୁଣିବ ସାରା ଜଗତ ପୁରା ଓଡ଼ିଶା । କଟକ ପ୍ରତିଭା ଷ୍ଟୁଡିଓ ରେ ଅବଦୁଲ ଶ୍ୟାମ ଙ୍କ ସଙ୍ଗୀତ ରେକର୍ଡ଼ିଂ ହୋଇଥିଲାବେଳେ ପ୍ରେମାନନ୍ଦ ସଙ୍ଗୀତ ର ନେର୍ଦ୍ଦେଶନା ଦେଇଥିଲେ ଓ ଗୀତ ଟି ଗାଇଥିଲେ ଶ୍ୟାମ ଚାଚ଼ା । ତେବେ ବର୍ଷା ନିଜେ ରେକର୍ଡିଂ ର ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିବା ସମୟ ରେ ମହାପ୍ରଭୁ ଙ୍କ ଗୀତ ଗାଇଥିବା ଚାଚା ଙ୍କ ପ୍ରଥମ ଗୀତ ସମସ୍ତ ହୃଦୟ କୁ ଛୁଇଁଥିଲା ।

ତେବେ ସୋସିଆଲ ମିଡିଆରେ ସାଲେପୁର ର ଶ୍ୟାମ ଚାଚା ଙ୍କ ଗୀତ ବେଶ୍ ଭାଇରାଲ ହୋଇଥିଲା । ହଁ ବନ୍ଧୁ ମୁସଲ୍ ମାନ ହୋଇଥିଲେ ମଧ୍ୟ ମହାପ୍ରଭୁ ଙ୍କ ଗୀତ ଙ୍କୁ ଅତି ସୁନ୍ଦର୍ ଭାବେ ଗାଉଥିବାରୁ ଆଉ ଜଣେ ସାଲବେଗ ଭାବେ ବେଶ୍ ପରିଚିତ ଶ୍ୟାମ ଚାଚା ତେବେ ଚାଚା ଙ୍କ ଗୀତ ରେକର୍ଡିଂ କରିବା ପରେ ବେଶ୍ ଖୁସି ଅଛନ୍ତି ଶ୍ୟାମ ଚାଚା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *