Breaking News

ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର(sidhanta Mohapatra) ଙ୍କ ପୁରା ପରିବାର ପ୍ରମୋଦିନୀଙ୍କ ରିସେପ୍ସନ ରେ ଯୋଗ ଦେଲେ

ଆପଣ ମାନେ ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଓଲିଉଡ୍ ଇଣ୍ଡଷ୍ଟ୍ରି ର ଜଣ ଶୁଣା ଅଭିନେତା ସୁପର ଷ୍ଟାର୍ କହିଲେ ମଧ୍ୟ କମ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହିରୋ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ହଁ ବନ୍ଧୁ ଆପଣ ମାନେ ସମସ୍ତେ ଦେଖିଥିବେ ପ୍ରତ୍ୟେକ ଫିଲ୍ମ୍ ରେ ତାଙ୍କର ଜବରଦସ୍ତ ଅଭିନୟ । ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ମିଶ୍ର ଏହି ଦୁଇ ଙ୍କ ଯୋଡ଼ି ସୁପରଥିଲା ସେ ଓଡ଼ିଆ ଇଣ୍ଡଷ୍ଟ୍ରି ସେତେବେଳ ର ଅଭିନେତ୍ରୀ ରଚନା, ଅନୁ ଚୌଧୁରୀ, ମାମା ମିଶ୍ର ସହ ମିଶି ଅନେକ ଫିଲ୍ମ୍ କରିଛନ୍ତି ଯାହା ସେତେବେଳେ ତାହା ସୁପର ଥିଲା ଏବଂ ବର୍ତ୍ତମାନ ଏହା ସ୍ମରଣୀୟ ଅଛି ।

ସେତେବେଳେ ସମସ୍ତ ଦର୍ଶକ ଚାହିଁ ରହିଥାନ୍ତି ଟିଭି ସୋ ରେ କେତେବଳେ ସିଦ୍ଧାନ୍ତ ଆସିବେ ଏବଂ ସେ ଅଧିକ ରୁ ଅଧିକ ଫିଲ୍ମ କରିଛନ୍ତି ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମରଣୀୟ ଅଛି । ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଯାଏ ସେ ଅଭିନୟ ଜାରି ରଖିଛନ୍ତି । ହଁ ବନ୍ଧୁ ସିନ୍ଧାନ୍ତ୍ ମହାପାତ୍ର ତାଙ୍କ ପରିବାର କୁ ନେଇ ପହଞ୍ଚିଲେ ଏକ ବାହାଘର ପାଟି ରେ ।  ପତ୍ନୀ ମାମା ଓ ଝିଅ ସାଇ ସିଦ୍ଧି ଙ୍କୁ ନେଇ ପ୍ରମୋଦିନୀ ବିବାହ ଘରେ ପହଞ୍ଚିଲେ । କିଏ ସେ ପ୍ରମୋଦିନୀ ତାଙ୍କ ବିବାହ ଘରେ ସିଦ୍ଧାନ୍ତ ମହାପାତ୍ର ତାଙ୍କ ପିତା ବିବାହ ରେ ଯୋଗ ଦେଇ ତାଙ୍କୁ ଶୁଭ କାମନା ଜଣେଇଥିଲେ ।

ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ଦିନ ହିଁ ଏହି ଦୁଇ ଜଣ ଙ୍କ ବିବାହ ହୋଇଥିଲା ତାଙ୍କ ବିବାହ ଘରେ ବହୁ ଜଣା ଶୁଣା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ପ୍ରମୋଦିନୀ ହେଉଛନ୍ତି ଜଣେ ଏସିଡ ଆଟକ୍ ସର୍ଭାଇବର୍ ତାଙ୍କର ପ୍ରେମ ବିବାହ ହେଇଛି ସରୋଜ ସାହୁ ଙ୍କୁ । ବିବାହ ପରେ ରିଶିପେଶନ ପାଟି ଆୟୋଜନ କରିଛନ୍ତି ସମାଜ ସେବୀ ସୁଦ୍ଧାର୍ଥ ଦାସ । ହଁ ବନ୍ଧୁ ଆପଣ ମାନେ ପ୍ରମିଦୀନୀ ଓ ସରୋଜ ଙ୍କୁ ଆଗରୁ ଟିଭି ଶୋ ରେ ଇଣ୍ଟରଭ୍ୟୁ ଦବା ର ଦେଖିସାରିଥିବେ । ତେବେ ଏହି ବିବାହ ଘର ଟି ବହୁତ୍ ଚର୍ଚ୍ଚା ହଉଛି ଉଳିଉଡ୍ ରେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *