Breaking News

ପୃଥିବୀ ଆଡକୁ ମାଡି ଆସୁଛି ମହା ବିପଦ, ମହାଶିବରାତ୍ରି ମହାଦେବ ଦେଲେ ବଡ ସୂଚନା, ପୂଜାରୀ କହିଲେ ଏମିତି କିଛି କଥା

ପୃଥିବୀ କୁ ଆସୁଅଛି ଏକ ବଡ଼ ବିପଦ ଏହାର ସୂଚନା ଦେଲେ ସ୍ଵୟଂ ମହାଦେବ । ହଁ ବନ୍ଧୁ ମହା ଶିବରାତ୍ରି ରେ ଘଟିଲା ଅଘଟଣ ବୃଷଭ ଙ୍କ ଉତ୍ତର କୁଞ୍ଚି ରେ ଲାଗିଲା ନିଆଁ ଓ ଏହାର କାରଣ ପଚାରିବା ରୁ ମନ୍ଦିର ର ପୂଜାରୀ ଯାହା କହିଲେ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ମହା ଶିବରାତ୍ରି ରେ ଶ୍ରଦ୍ଧାଳୁ ମାନେ ଦେବ୍ ଦେବ୍ ମହାଦେବ ଙ୍କ ପାଖ ରେ ଉଜାଗର ରହି ଦ୍ଵୀପ ଯାଲିଥିଲେ । କୋଟି କୋଟି ଜନ୍ମ ର ପୁଣ୍ୟ ମିଳିବ ସହିତ ମାନସିକ ଶାନ୍ତି ରହି ଥାଏ ।


ଶୈବ ପ୍ରେମୀ ମାନେ ପ୍ରଭୁ ଙ୍କ ଦର୍ଶନ ନ କରିପାରି ମନ୍ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଏମିତି ବି ମହାଦେବ ପାଖ ରେ ଦ୍ଵିପ ଟିଏ ମଧ୍ୟ ଜାଳି ପାରନ୍ତି ନାହିଁ । ଭକ୍ତ ମାନେ ଏହି ଦୁଃଖ ସମୟ ରେ ମହା ଶିବରାତ୍ରି ରେ ପ୍ରଭୁ ମହାଦେବ ଙ୍କୁ ସିଧା ସଳଖ ଦର୍ଶନ ରୁ ବଞ୍ଚିତ କଲା ମହାମାରୀ କରୋନା । ହଁ ବନ୍ଧୁ ଯଦି ଆମେ ଦେଖିବା କଟକ ଜିଲ୍ଲାର ନରସିଂପୁର ର ନିଯିଗଡ ରେ ଥିବା ବାବା ବିଶ୍ଵନାଥ ଙ୍କ ମନ୍ଦିର ରେ ଦ୍ଵିପ ରୁ ନିଆଁ ଲାଗି ବୃଷଭ ଙ୍କ ଉପରେ ପଡ଼ି କିଛି ପୋଡିଯାଇଥିବା ଯାହା ଫଳରେ ପୂଜକ ଙ୍କ ଉପସ୍ଥିତି ରେ ବୁଦ୍ଧି ଯୋଗୁ ନିଆଁ କୁ ଆୟତ୍ତ କରାଯାଇ ପାରିଥିଲା ନଚେତ୍ ଆହୁରି ଭୟବକ୍ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ସୂଚନା ମିଳିଛି ।

ନିଆଁ ସାରା ମନ୍ଦିର ରେ ବ୍ୟାପି ଯାଇଥାନ୍ତା ବୃଷବ୍ ସହିତ ମହାଦେବ ଙ୍କ ର ମଧ୍ୟ ଅନେକ କିଛି କ୍ଷତି ଘଟିଥାନ୍ତା ଯେହେତୁ ମହା ଶିବରାତ୍ରି ରେ ବାବା ବିଶ୍ଵନାଥ ଙ୍କ ଗର୍ଭ ଗୃହ ରେ ନିଆଁ ଲାଗିବା ଏହା ଏକ ଖରାପ୍ ସଂକେତ ବୋଲି ସ୍ଥାନୀୟ ଅଞ୍ଚଳ ରେ ଶୈବ ପ୍ରେମୀ ମାନ ଙ୍କ ମନ୍ ରେ ଗୁଞ୍ଜନ୍ ସୃଷ୍ଟି ହୋଇଛି । ଅନେକ ଲୋକ ଅନେକ କଥା କହୁଛନ୍ତି କେହି କେହି କହୁଛନ୍ତି ଆଗାମୀ ବିପଦ ପାଇଁ ସଂକେତ ଆଗକୁ ହୁଏତ କିଛି ଭୟଙ୍କର ବିପଦ ପୃଥିବୀ ଆଡ କୁ ମାଡି ଆସୁଛି ଯାହାର ସଂକେତ ଦେଇଛନ୍ତି ହର ହର ମହାଦେବ । ମହା ଶିବରାତ୍ରୀ ରେ ଏହି ଘଟଣା ଘଟି ନଥାନ୍ତା । ଭକ୍ତ ମାନ ଙ୍କ ମନ୍ ରେ କିଛି ଭୟ ମଧ୍ୟ କିଛି ସୃଷ୍ଟି ହୋଇଛି । ଯେ ଆଗକୁ ହୁଏତ ଭୟଙ୍କର ବିପଦ ମାଡ଼ି ଆସୁଛି ଯାହା ଫଳରେ ଏହି ଭଳି ଘଟଣା ଘଟିଛି । ଅନେକ ଲୋକ ଅନେକ କଥା କହୁଛନ୍ତି ଏହା ଦ୍ଵିପ ଲାଗି ପୋଡ଼ି ଯାଇଛି ଏବଂ ପୂଜାରୀ କହିଛନ୍ତି ଯେ ଏହା ଏକ ଅଶୁଭ ଖବର ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *