Breaking News

ଦେଖନ୍ତୁ ଭିଡିଓ – ବିବାହ ପରେ ଅଭିନେତା ଅର୍ଦ୍ଧେନ୍ଦୁ(Ardhendu) ସ୍ତ୍ରୀ ପଲ୍ଲବୀଙ୍କୁ ରିକ୍ସାରେ ବସେଇ ପୁରୀ ବୁଲାଇଲେ

ଆପଣ ମାନେ ଜାଣିଥିବେ ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନ ଙ୍କ ପାଖରେ ବହୁତ୍ ପ୍ରିୟ ହୋଇଯାଆନ୍ତି । ଭଲ ଅଭିନୟ କରି ରୋଜଗାର କରନ୍ତି ଏବଂ ସେହି ଲାଇନ ରେ ବହୁତ୍ ନାମ ଅର୍ଜନ କରନ୍ତି । ଓଡ଼ିଆ ଫିଲ୍ମ୍ ରେ ଟିକେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର୍ ହୋଇଥିଲେ ଆପଣ ଙ୍କ ପାଇଁ ଏହି ରାସ୍ତା ଟି ସହଜ ଅଟେ । ହଁ ବନ୍ଧୁ ଆପଣ ଯଦି ଟିକେ ସୁନ୍ଦର୍ ହୋଇଥିବେ ଏବଂ ଅଭିନୟ ମଧ୍ୟ ଭଲ କରୁଥିବେ ତାହାଲେ ଆପଣ ଖୁବ୍ ଶୀଘ୍ର ଲୋକ ମାନଙ୍କ ପାଖ ରେ ବହୁତ୍ ଜଲ୍ଦୀ ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି ।

ବନ୍ଧୁ ଗଣ ଅନେକ ଲୋକ ଙ୍କ ସ୍ଵପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେଥିପାଇଁ ସେମାନେ ତାଙ୍କର ସ୍ଵପ୍ନ ସାକାର ହବା ପାଇଁ ବହୁତ୍ ପରିଶ୍ରମ ମଧ୍ୟ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ଵପ୍ନ କୁ ହାସଲ କରିବା ପାଇଁ ବହୁତ୍ ପରିଶ୍ରମ କରିଥାନ୍ତି ତା ପରେ ସଫଲ୍ ହୋଇ ଭବିଷ୍ୟତ ରେ ଗୋଟେ ଭଲ ଅଭିନେତା ଓ ଅଭିନେତ୍ରୀ ହୋଇପାରନ୍ତି । ତେବେ ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି । ସେମାନ ଙ୍କ ମଧ୍ୟ ରୁ ଅର୍ଧେନ୍ଦୁ ହେଉଛନ୍ତି ଜଣେ । ଆସନ୍ତୁ ତାଙ୍କ ବିଷୟ ରେ କିଛି ଜାଣିବା। ଆପଣ ମାନେ ଅନେକ କଳାକାର ଙ୍କୁ ଦେଖିଛନ୍ତି ।

ତେବେ ଅନନ୍ୟ ଅଭିନେତା ରେ ନଜର ଆସନ୍ତି ଅର୍ଧେନ୍ଦୂ । ସେ ତାଙ୍କ ନିଜ ଅଭିନୟ ଜରିଆରେ ଖୁବ୍ କମ୍ ଦିନ ରେ ସେ ଲୋକ ଙ୍କ ଚର୍ଚ୍ଚା ରେ । ସିନେମା ଠାରୁ ଆଲବମ୍ ରେ ଅଧିକ ନଜର ଆସନ୍ତି ଅର୍ଧେନ୍ଦୂ ଗୋଟିଏ ପରେ ଗୋଟିଏ ସୁପର ଗୀତ ରେ ଆଲବମ୍ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି । ନିକଟ ରେ ତାଙ୍କ ବିବାହ ହୋଇ ଥିଲା ।ସେ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ । ବିବାହ ପରେ ପାଲୋଷର ରେ ରହୁଛନ୍ତି । ବିବାହ ପରେ ସେ ବହୁତ୍ ଖୁସି ଅଛନ୍ତି ।

ତାଙ୍କ ବିବାହ ବହୁତ୍ ଧୁମ୍ ଧାମରେ ରେ ବିବାହ ହୋଇଥିଲା ୨ ଜଣ ଙ୍କ ର । ଉଲିଉଡ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ଆସିଥିଲେ । ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଆସିଥିଲେ ।। ଅର୍ଧେନ୍ଦୁ ଓ ପଲ୍ଲବୀ ଙ୍କ ଏକ ଭିଡିଓ ଭାଇରଲ ହୋଇଛି।ଯେ ଏଥିରେ ଅର୍ଦ୍ଧେନ୍ତୁ ତାଙ୍କ ପତ୍ନୀ ପୁରୀ ରେ ରିକ୍ସା ରେ ବୁଲୁଥିଲେ ଏବଂ ତା ସହିତ ଛୋଟ ପିଲା ଙ୍କ ସହ ସ୍ନେହ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *