ଦର୍ଶକବନ୍ଧୁ ଅଧିକାଂଶ ଲୋକ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ବହୁତ ସ୍ନେହ ମମତା ଓ ଭଲପାଇବା ରହିଥାଏ ହେଲେ ଦର୍ଶକବନ୍ଧୁ ଗୃହପାଳିତ ପଶୁ ପକ୍ଷୀଙ୍କ ସହ ବିବାହ କରିବାର ଘଟଣା ଆପଣ ମାନେ ହୁଏତ ଆଗରୁ ଶୁଣି ନଥିବେ | ଦର୍ଶକବନ୍ଧୁ ନିକଟରେ ଲଣ୍ଡନରେ ଏକ ମହିଳା ଏହା ଅର୍ଥାତ ତାଙ୍କ ବୟସ ହେଉଛି 49 ବର୍ଷ ସେ ଏକ ବିଲେଇକୁ ବିବାହ କରିଛନ୍ତି ସେ ମହିଳାଙ୍କ ନାମ ହେଉଛି ଦେବରା ଦେବରା ବିବାହ କରିଥିବା ବିଲେଇଟିର ବୟସ ମାତ୍ର 5 ବର୍ଷ ଅଟେ |
ଦେବରା ଓ ବିଲେଇ ଲଣ୍ଡନର ଦକ୍ଷିଣ ପର୍ବ ଅଞ୍ଚଳରେ ଏକ ପାର୍କରେ ଦୁହିଁଙ୍କର ଦେଖା ହୋଇଥିଲା ନିକଟରେ ଦୁହେଁ ଏକ ପାର୍କରେ ବିବାହ କରିଥିଲେ ବହୁତ ପଶୁ ପ୍ରେମୀ ମାନେ ଏହି ବିବାହ ରେ ଯୋଗ ଦେଇ ଦୁହିଁଙ୍କୁ ଆଶୀର୍ବାଦ କରିଥିଲେ ତେବେ ଏକ ବିଲେଇକୁ ବିବାହ କରେ ଚର୍ଚାରେ ଥିବା ଦେବରା ଅର୍ଥାତ ଦେବରାଙ୍କ ସାଙ୍ଗ ମାନେ କିଛି ମତ ଦିଅନ୍ତାକି ବିଲେଇକୁ ବିବାହ କରି ଦେବରା ଙ୍କ ମୁଣ୍ଡ ଖରାପ ହୋଯାଇଛି ସେ ପାଗଳ ହୋଇଯାଇଛନ୍ତି ବୋଲି ତାଙ୍କର ବନ୍ଧୁ ମାନେ ମତ ଦିଅନ୍ତି |
କ୍ୱିନ୍ୟୁ ଦର୍ଶକବନ୍ଧୁ ଦେବାର କୁହନ୍ତି ଯେ ମୋ ପାଖରେ ଖାଇବାକୁ କିଛି ନଥିଲା ହେଲେ ପାଇବାକୁ ଅନେକ କିଛି ଥିଲା ତେଣୁ ମୁଁ ବିଲେଇ ସହିତ ବିବାହ କରି ନେଇଥିଲି ଦେବରା ଆହୁରି ମଧ୍ୟ କୁହନ୍ତି ଯେ ମେତେ ବିଲେଇ ପ୍ରଶୀନାଲ ବହୁତ ପସନ୍ଦ ତେଣୁ କରି ମୁଁ ଏଇ ବିଲେଇ ଟିକୁ ବିବାହ କରିଛି ମୁ ଚାହୁଁନି ଏଇ ବିଲେଇଠୁ ଦୂରେଇଯିବା ପାଇଁ | ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସେହି ବିଲେଇଟିର ନାମ ହେଉଛି ମୋଗି ଯାହାକୁ ସେ କାହାନ୍ତି ଯେ ଏଇ ବିଲେଇ ଟିକୁ ମୁଁ ଶେଷ ନିଶ୍ବସ ଥିବା ଯାଏଁ ଭଲ ପାଉଥିବି ଆଉ ଏହି ବିଲେଇ ମୋ ଜୀବନ ସାଥି |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …