Breaking News

ଭିଡିଓ ଦେଖନ୍ତୁ – ଓଡିଆ ସିନେମା ଅଭିନେତା ପୁପିନ୍ଦର(Pupindarr) ତାଙ୍କ ସ୍ତ୍ରୀ ଉପରେ କଣ ପାଇଁ ରାଗିଲେ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି ।ହଁ ବନ୍ଧୁ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ୍ ଆଉ ସିରିଏଲ୍ ରେ ବହୁତ୍ ଲୋକ ପ୍ରିୟ ରହିଛି । ବହୁତ୍ ଲୋକ ଫିଲ୍ମ୍ ଓ ଶିରିଏଲେ ଦେଖି ମନୋରଞ୍ଜନ କରିଥାନ୍ତି ।

ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜର ପରିବାର,ବନ୍ଧୁବର୍ଗ ଙ୍କ ସହ ଫିଲ୍ମ୍ ଦେଖିଥାନ୍ତି ଆଉ ତା ସହ ବହୁତ୍ ଖୁସି ମଧ୍ୟ ହୋଇଥାନ୍ତି । ଆମ ଓଡ଼ିଶା ରେ ଓଡ଼ିଆ ସିରିଏଲ୍ ର ବହୁତ୍ ଚାହିଦା ରହିଛି । ଓଡ଼ିଆ ଫିଲ୍ମ୍ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କେବଳ ଓଡ଼ିଶା ରେ ନୁହେଁ ବରାମ୍ ସର ଦେଶ ରେ ଲୋକପ୍ରିୟତା ପାଇଁଛନ୍ତି ।ସେମାନେ ତାଙ୍କ ଅଭିନୟ ପାଇଁ ଲୋକମାନଙ୍କ ହୃଦୟ କୁ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖ ରେ ପ୍ରିୟ ହୋଇ ଥାଆନ୍ତି । ତେବେ ଓଡ଼ିଶା ଚଳଚ୍ଚିତ୍ର ରେ ଅନେକ ଅଭିନେତା ଅଛନ୍ତି ।

ଆମେ ଏମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଆଜି ଆମେ ଜାଣିବା ପୁପିନ୍ଦର ଙ୍କ ବିଷୟ ରେ । ଆପଣ ତାଙ୍କର ଅନେକ ଫିଲ୍ମ୍ ଦେଖିଛନ୍ତି ସବୁଠାରୁ ଲୋକ ମାନେ ତାଙ୍କର ଶୁଭ ବିବାହ ଫିଲ୍ମ୍ ଟି କୁ ପସନ୍ଦ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି । ସେ ଅଭିନୟ ସହ ଭଲ ଆଙ୍କରିଂ କରନ୍ତି ମଧ୍ୟ । ବହୁ ଗୁଡ଼ିଏ ଭଜନ ଓ ଆଲବମ୍ କରିଛନ୍ତି । ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେ ପୁପିନ୍ଦର ତାଙ୍କ ପତ୍ନୀ ଓ ପିଲା ଙ୍କ ସହ ଭିଡିଓ କଲ୍ ମାଧ୍ୟମ ରେ କଥା ହବା ର । ଯେହେତୁ ବର୍ତମାନ ପୁପିନ୍ଦର ସୁଟିଂ ସେଟ୍ ରେ ବ୍ୟସ୍ତ ଅଛନ୍ତି ସେଥିପାଇଁ ସେ ତାଙ୍କ ପରିବାର କୁ ସମୟ ଦେଇ ପାରୁନାହାଁନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *