Breaking News

ଏହି ଓଡିଆ ସେଲିବ୍ରେଟି ମାନେ ନିଜର ଜୀବନ ସାଥିଙ୍କୁ ଶୁଟିଙ୍ଗ ସେଟରୁ ଭଲପାଇ ବିବାହ କରିଥିଲେ

ଆଜି ଆମେ ଜାଣିବା ଫିଲ୍ମ୍ ସୁଟିଂ ସେଟ୍ ରୁ ଭଲପାଇ ରିଅଲ ଲାଇଫ ରୁ ରିଅଲ ଲାଇଫ ରେ ବିବାହ କରିଛନ୍ତି ।
୧_- ଦେବାଶିଷ ଓ ମୋନାଲିସା ଏହି ଜବରଦସ୍ତ ଯୋଡ଼ି କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ୨୦୦୦ ମସିହା ରେ ଏମାନେ ଆଲବମ୍ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟରେ ବିବାହ କରିଥିଲେ ।


୨- ଆଣିସା ଓ ଶିବାଶିଷ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଏହି ଦୁହେଁ ଯୋଡ଼ି ଙ୍କୁ । ତାଙ୍କ ଭଲ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ସେ ତାଙ୍କ ସୁଟିଂ ସେଟ୍ ରୁ ଭଲପାଇବା ଓ ତା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।


୩- ଚନ୍ଦନ ଓ ମାହି ହଁ ବନ୍ଧୁ ଏହି ଦୁଇ ଯୋଡ଼ି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ଏହି ଦୁଇ ଜଣ ଅନେକ ସିରିଏଲେ୤ କରିଛନ୍ତି ଏବଂ ସେ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲପାଇ ବର୍ତ୍ତମାନ ସମୟ ରେ ବିବାହ କରିଛନ୍ତି ।


୪- ରାକେଶ ଓ ଯୁବି ହଁ ବନ୍ଧୁ ଆପଣ ମାନେ ଦେଖିଥିବେ କୁଆଁରୀ ବୋହୂ ଧାରାବାହିକ ରେ । ଏହି ଦୁଇ ଯୋଡ଼ି ସୁଟିଂ ସେଟ୍ ରୁ ପରସ୍ପର ଭଲପାଇବା ଓ ତା ପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲେ ।

୫- ଜିନା ଓ ରୁଦ୍ର ଆପଣ ମାନେ ଜାଣିଥିବେ ରୁଦ୍ର ଓ ଜିନା ଏକ ରିଏଲିଟି ଶୋ ରେ ବିବାହ କରିଥିଲେ ।

୬- ବବି ମିଶ୍ର ଓ କୋୟେଲ୍ ମିଶ୍ର ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବବି ମିଶ୍ର ଅନେକ ଫିଲ୍ମ୍ କରିବା ସହ ବହୁ ଗୁଡାଏ ଆଲବମ୍ କରିଛନ୍ତି ଓ କୋୟେଲ ମିଶ୍ର ମଧ୍ୟ ଫିଲ୍ମ୍ କରିଛନ୍ତି । ଏହି ଦୁଇ ଯୋଡ଼ି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

୭- ଅଶ୍ଵିନୀ ଓ ପ୍ରେରଣା ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅଶ୍ଵିନୀ ଓ ପ୍ରେରଣା ଙ୍କୁ ସ ଏ ଦୁଇ ଯୋଡ଼ି ଆଗାମୀ ଦିନରେ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି । ଆପଣ ମାନେ ତାଙ୍କର ଅନେକ ରିଆଲିଟି ଶୋ ରେ ଦେଖିଥିବେ ।


୮- ସିଦ୍ଧାନ୍ତ ମହାପାତ୍ର ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଉଲିଉଡ୍ ର ରାଜା ସୁପର୍ ଷ୍ଟାର୍ ଓ ମୁନା ଭାଇ । ସେ ପ୍ରଥମେ ରଚନା ବାନାର୍ଜୀ ଙ୍କୁ ବିବାହ କରିଥିଲେ ଏହା ପରେ ସେ ମାମା ମିଶ୍ର ଙ୍କୁ ଭଳପାଇଥିଲେ ଆଉ ରଚନା ବାନାର୍ଜୀ ଙ୍କ ସହ ଛାଡପାତ୍ର ହେଲା ପରେ ସେ ମାମା। ମିଶ୍ର ଙ୍କୁ ବିବାହ କରିଥିଲେ ।

୯- ଅନୁଭବ ଓ ବର୍ଷା ଏହି ସୁପର୍ ଷ୍ଟାର୍ ଦୁଇ ଜଣ ଶୋଟିଂ ସେଟ୍ ରୁ ଭଲପାଇ ଥିଲେ ଓ ତା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବର୍ତମାନ ସମୟ ରେ ଏହି ଦୁଇ ଜଣ ଙ୍କ ମଧ୍ୟ ରେ ଫାଟ୍ ସୃଷ୍ଟି ହୋଇଛି । ଅଲଗା ହେବା ପାଇଁ କୋର୍ଟ ରେ ହଜାର ହେଇଛନ୍ତି ।

୧୦- ସବ୍ୟସାଚୀ ଓ ଅର୍ଚ୍ଚିତା ଏହି ଦୁଇ ଯୋଡ଼ି ଗତ ମାର୍ଚ୍ଚ। ଏକ ତାରିଖ ରେ ବିବାହ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *