Breaking News

ଭିଡିଓ ଦେଖନ୍ତୁ – ପ୍ରଥମ ଥର ପାଇଁ ଦେଖନ୍ତୁ ଝିଲ୍ଲିକ(Jhilik)ଙ୍କ ବାହାଘରର ଫୁଲ ଭିଡଓ

ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ।

ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ହଁ ବନ୍ଧୁ ଆଜି ଆମେ ଜାଣିବା ଝିଲ୍ଲିକ୍ ତାଙ୍କ ଶାଶୁ ଘରେ କେମିତି ଅଛନ୍ତି । ଗତ କିଛି ଦିନ ତଳେ ଝିଲ୍ଲିକ୍ ତାଙ୍କ ସ୍ବାମୀ ସହ ପୁରୀ ବୁଲିବାକୁ ଯାଇଥିଲେ । ସେଠାରେ କାଳିଆ ଦେଖା କରି ସମୁଦ୍ର କୂଳ ରେ ବହୁତ୍ ମଜା କରିଥିଲେ । ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ସେ ତା ପରେ କୌଣସି ଫିଲ୍ମ୍ କରିନାହାନ୍ତି ।

ଆଉ କିଛି ବର୍ଷ ଗଲେ ଝିଲ୍ଲିକ୍ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର କୁ ଫେରି ଆସିବେ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିବେ । ସୂଚନା ମିଳିଛି ଯେ ବାବୁଶାନ୍ ଙ୍କ ସହିତ ଝିଲ୍ଲିକ୍ ଙ୍କ ଆସିବାକୁ ଯାଉଛି ଏକ ଫିଲ୍ମ୍ ଯାହାର ସୁଟିଂ ଆସନ୍ତା ବର୍ଷ କରାଯିବ । ଆପଣ ମାନେ ଜାଣିଥିବେ ଯେ ସୁପର ମିଛୁଆ ରେ ଅଭିନୟ କରିଥିବା ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ଝିଲ୍ଲିକ୍ ଅଭିନୟ କରିଥିଲେ ଯାହା ଫଳରେ ଏହି ଫିଲ୍ମ ଟି ସୁପର ହିଟ୍ ହୋଇଥିଲା । ଏହା ପରେ ସେ ଅନେକ ଫିଲ୍ମ୍ କରିଥିଲେ ଝିଲ୍ଲିକ୍ କିନ୍ତୁ ସେତେ ପରିମାଣ ରେ ସଫଳ ହୋଇନଥିଲେ । ସେ ବିବାହ କରିବା ପରେ ଆଉ କୌଣସି ଫିଲ୍ମ୍ ରେ ଅଭିନୟ କରିନାହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *