Breaking News

ବିବାହ ପରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଝିଲିକ(Jhilik) ସିଦ୍ଧାନ୍ତ ଓ ବାବଶାନଙ୍କ ସହ ଅଭିନୟ କରିବେ

ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ।

ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ସେ ତାଙ୍କ ବିବାହ ପର ଠାରୁ ଆଉ ଓଡ଼ିଆ ଫିଲ୍ମ୍ କରିନାହାନ୍ତି । ସେ ବର୍ତ୍ତମାନ ତାଙ୍କ ଶାଶୁ ଘରେ ଖୁସି ରେ ଅଛନ୍ତି । ତାଙ୍କ ଶାଶୁ ଶଶୁର ଙ୍କୁ ବହୁତ୍ ସମୟ ଦେଇପାରୁଛନ୍ତି । ହଁ ବନ୍ଧୁ ଯାହା ସୂଚନା ମିଳିଛି । ବାବୁଶାନ୍ ଙ୍କ ସହିତ ଝିଲ୍ଲିକ୍ ଙ୍କ ର ଆସିବାକୁ ଯାଉଛି ଏକ ଫିଲ୍ମ୍ । ଆପଣ ମାନେ ଜାଣିଥିବେ ଯେ ସୁପର ମିଛୁଆ ରେ ଅଭିନୟ କରିଥିବା ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ଝିଲ୍ଲିକ୍ ଅଭିନୟ କରିଥିଲେ ଯାହା ଫଳରେ ଏହି ଫିଲ୍ମ ଟି ସୁପର ହିଟ୍ ହୋଇଥିଲା ।

ଏହା ପରେ ସେ ଅନେକ ଫିଲ୍ମ୍ କରିଥିଲେ ଝିଲ୍ଲିକ୍ କିନ୍ତୁ ସେତେ ପରିମାଣ ରେ ସଫଳ ହୋଇନଥିଲେ । ସେ ବିବାହ କରିବା ପରେ ଆଉ କୌଣସି ଫିଲ୍ମ୍ ରେ ଅଭିନୟ କରିନାହାନ୍ତି । ବର୍ତମାନ ତାଙ୍କ ଆଗକୁ ଆସୁଅଛି ଏକ ଚଳଚ୍ଚିତ୍ର । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *