Breaking News

ଏବେ ସହଜ ହେବ ଝିଅ ବାହାଘର, ମାତ୍ର ୧୨୧ ଟଙ୍କା ଦେଲେ ମିଳିବ ୨୬ ଲକ୍ଷ ଟଙ୍କା ଦେଖନ୍ତୁ କିପରି ପାଇବେ

୧୨୧ ଟଙ୍କା ଦିଅନ୍ତୁ ୨୭ ଲକ୍ଷ ଟଙ୍କା ପାଆନ୍ତୁ । ହଁ ବନ୍ଧୁ ୨୫ ବର୍ଷ ରେ ମିଳିବ ପୁରା ପ୍ରେମିଅମ୍ ଟଙ୍କା । ଝିଅ ବାହାଘର ପାଇଁ ଚିନ୍ତା କରୁଛନ୍ତି କି , ବାହାଘର କୌଣସି ଅଶୁଭିଦା ଅଛି କି ଯଦି ହଁ ତାହେଲେ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ଭାରତ ର ବୃହତ୍ତମ ବୀମା କମ୍ପାନୀ ଏଲାଇସୀ ବାହାଘର କୁ ନେଇ ଏକ ବଡ଼ ଯୋଜନା କରୁଛି। ।ଯାହା କି ଆପଣ ଙ୍କ ବାହାଘର ରେ ଏକ ବଡ଼ ସାହାର୍ଯ୍ୟ କରିବ । ଆଉ ରହିବନି ଝିଅ ବାହାଘର ର ଚିନ୍ତା । ଦେଶ ର ସରକାରୀ ତଥା ବୃହତ୍ତମ ବୀମା କମ୍ପାନୀ ଏଲାଇସି କୁ ଏହାରି ମଧ୍ୟ ରେ ୬୫ ବର୍ଷ ପୁରୁଛି । ୫ କୋଟି ଟଙ୍କା ବ୍ୟୟ ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଯାହା କି ବର୍ତ୍ତମାନ ସମୟ ରେ ଦେଶ ର ବଡ଼ ବୃହତ୍ତମ କମ୍ପାନୀ ଭାବ ରେ ଛିଡ଼ା ହୋଇପାରିଛି ।

ତେବେ ବାହାଘର କୁ ନେଇ ଯେଉଁ ନୀତି ଆରମ୍ଭ କରିଛି ତାହା ଝିଅ ବାହା କରିପାରୁନଥବାର ଲୋକ ଙ୍କୁ ସାହାର୍ଯ୍ୟ କରିପାରିବ । ହଁ ବନ୍ଧୁ ଆପଣ ସବୁ ଦିନ ୧୨୧ ନହେଲେ ମାସ କୁ ଦେବେ ୩୬୦୦ ଟଙ୍କା । ଯଦି ଆପଣ ଆପଣଙ୍କର ଝିଅ ବାହାଘର କୁ ଚିନ୍ତା ରେ ଅଛନ୍ତି ତେବେ ଏଲାଇସି ର ଏହି ପଲିସି ଆପଣେଇ ପାରିବେ କେବଳ ଝିଅ ବାହାଘର କୁ ନେଇ ଏହି ପଲିସି ଯୋଜନା କରିଛି । ଏହି ପଲିସି ର ନାମ ରହିଛି କନ୍ୟା ଦାନ୍ ଯୋଜନା ରହିଛି । ଏହି ଯୋଜନା ରେ ପ୍ରତି ଦିନ ଆପଣ ଙ୍କୁ ୧୨୧ ଟଙ୍କା ହିସାବରେ ରେ ପ୍ରତିମାସ ଆପଣ ଙ୍କୁ ୩୬୦୦ ଟଙ୍କା ଦବାକୁ ପଡ଼ିବ ।

କେବଳ ଏତିକି ନୁହେଁ ଆପଣ ଚାହିଁଲେ କମ ବା ଅଧିକ ଟଙ୍କା ପ୍ରେମିୟମ୍ ଦବା କୁ ଚାହୁଁଛନ୍ତି ତାହାଲେ ସେମାନେ ଏହି ଯୋଜନା ରେ ସାମିଲ୍ ହୋଇପାରିବେ । ହଁ ବନ୍ଧୁଁ ପଲିସି କରିବା ପରେ ଯଦି ମୃତ୍ୟୁ ହୁଏ ତାହାଲେ ପ୍ରେମିୟମ ଛାଡ । ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଲା ଯେ ଏହି ପଲିସି ରେ ଯୋଡ଼ି ହେଲା ପରେ ଯଦି ମୃତ୍ୟୁ କରନ୍ତି ତେବେ ପରିବାର କୁ ପ୍ରେମିୟମ ବାବଦ ରେ ଅର୍ଥ ଦବାକୁ ପଡିବ ନି ବରଂ ପ୍ରତି ବର୍ଷ ତାଙ୍କ ପରିବାର କୁ ୧ ଲକ୍ଷ ଇଲାଇସି ଦବ । କେଉଁ ବୟସ ରେ କରିହେବ ପଲିସି ? ଏହି ପଲିସି କରୁଥିବା ବ୍ୟକ୍ତି ଙ୍କୁ ୩୦ ବର୍ଷ ହେବ ସହ ଝିଅ କୁ ଏକ ବର୍ଷ ହବା ଆବଶ୍ୟକ । ଏହି ଯୋଜନା ୨୫ ବର୍ଷ ପାଇଁ ଉପଲବ୍ଧ ହେବ । କେବଳ ପ୍ରିମିୟମ ୨୨ ବର୍ଷ ଦେବାକୁ ପଡ଼ିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *