Breaking News

ଫୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଅସୀମା ପଣ୍ଡା (Asima Panda) !

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି । ଯଦି ଆପଣ ଭଲ ଗୀତ ଗାଉଛନ୍ତି ତାହାଲେ ଆପଣ ସବୁଠି ପରିଚିତ ହୋଇପାରିବେ । ଯେମିତି ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ ଭଲ ଗୀତ ଗାଈ ସବୁଠି ପରିଚିତ ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଏକ ଗାୟିକା ଅଛନ୍ତି । ଯାହାଙ୍କ ଗୀତ ଦର୍ଶକ ଙ୍କ ହୃଦୟ କୁ ଛୁଇଁପାରିଛି । ହଁ ବନ୍ଧୁ ଆମେ କହୁଛୁ ଅଶୀମା ପଣ୍ଡା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ତାଙ୍କ ର ଗୀତ ନିଶ୍ଚିନ୍ତ ଶୁଣିଥିବେ । ଅସୀମା ଙ୍କ ସମସ୍ତ ଗୀତ ସୁପର୍ ହୋଇଛି ଓ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି । ଯାହା ଫଳରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଅସୀମା ଅନେକ ଓଡ଼ିଆ ଗୀତ ଗାଇଛନ୍ତି । ସେ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରନ୍ତି ।  ସୋସିଆଲ ମିଡିଆରେ ଭାଇରଲ ହବା ରେ ଲାଗିଛି ଯେ ଅସୀମା ପଣ୍ଡା ପୁଣି ଥରେ ବିବାହ କରିବେ ।

ବୁଲୁ ଦାସ ଏବଂ ଅସୀମା ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହବା କୁ ଲାଗିଛି ଯାହାକୁ ଦର୍ଶକ ଦେଖି ଭାବୁଛନ୍ତି ଯେ ପୁଣି କଣ ଅସୀମା ପଣ୍ଡା ବିବାହ କରିବାକୁ ଯାଉଛନ୍ତି ବୁଲୁ ଦାସ ଙ୍କୁ । ଦର୍ଶକ ବନ୍ଧୁ ଆମେ ଏଠି କହିରଖୁଚୁ ଯେ ଏହା ହେଉଛି ଏକ ଆଲବମ୍ ସୁଟିଂ ସେଟ୍ ର ଭିଡିଓ । ବନ୍ଧୁ ଗଣ ଆପଣ ମାନେ ବୁଲୁ ଦାସ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଅନେକ ଆଲବମ୍ କରିଛନ୍ତି । ଏହି ଭିଡିଓ ଟିରେ ସେ ଅସୀମା ପଣ୍ଡା ଙ୍କ ସହ ଆଲବମ୍ କରୁଥିବା ସୁଟିଂ ସେଟ୍ ର ଦୃଶ୍ୟ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.