Breaking News

ବଡ ଖବର – ଦେଖନ୍ତୁ ଅନୁଭବ ଓ ବର୍ଷା ବିବାଦରେ ଶୁଣାଣି କଣ ହେଲା

ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶ ଏପ୍ରିଲ ୫ ତାରିଖ ରେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଉଳିଉଡ କ୍ବିନି ବର୍ଷା ପ୍ରୟଦର୍ଶିନୀ ଆସନ୍ତା ମାସ ଏପ୍ରିଲ ୫ରେ କଟକ ପରିବାର ଅଦାଲତ ରେ ହାଜର ହବା କୁ ସୁପ୍ରିମ କୋର୍ଟ ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀ ନିର୍ଦ୍ଦେଶ ଦେଇଛନ୍ତି । କଟକ ର ଫାମିଲୀ କୋର୍ଟ କୁ ମାମଲା ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ପର୍ତିଆଲ ହାଉସ ରେ ନୁହେଁ କଟକ ଫାମିଲି କୋର୍ଟ ରେ ହବ ଶୁଣାଣ।

ଆପଣ ଜାଣିଥିବେ ଯେ ବର୍ଷା ଙ୍କ ତରଫ ରୁ ଏବଂ ଅନୁଭବ ଙ୍କ ତରଫ ରୁ ଯେଉଁ ପେଟିସନ୍ ଆବେଦନ ହୋଇଥିଲା ନୂଆ ଦିଲ୍ଲୀ ରେ ଯେ ବର୍ଷା କହୁଥିଲେ ଯେ ଦାବି ରଖୁଥିଲେ ଯେ କଟକ ରେ ନିଜର ମାମଲା ଚାଲୁ ଏଥିପାଇଁ ସେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛି ଯେ କଟକ ରେ ହିଁ ଏହାର ଶୁଣାଣି ହବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଙ୍କ ଓକିଲ କହିଥିଲେ ଯେ ଜଣେ ମହିଳା ବାରମ୍ବାର ଆସିପାରିବନି ଦିଲ୍ଲୀ ଏହା କହି ଜଷ୍ଟିସ ସୁରେକାନ୍ତ୍ ଙ୍କୁ କହିଥିଲେ ଯେ କଟକ ର ଫାମିଲି କୋର୍ଟ ରେ ହବ ଶୁଣାଣି ବୋଲି ।

ଉଭୟ ଯେଉଁ ପେଟିସନ୍ ଦେଇଥିଲେ । ବର୍ଷା ଙ୍କ ପେଟିସନ୍ ଅନୁଯାୟୀ କଟକ ରେ ହବ ପାରିବାରିକ ବିବାଦ ର ଶୁଣାଣି । ଆସନ୍ତା ଏପ୍ରିଲ ୫ ତାରିଖ ରେ କଟକ ର ଫାମିଲ୍ କୋର୍ଟ କୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମ କୋର୍ଟ ଦିଲ୍ଲୀ ର ପର୍ଟିଆଲ୍ ହାଉସ କୋଟ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ର ଆଜି ସବିଶେଷ କପି ଆଜି ହସ୍ତଗତ ହୋଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *