Breaking News

ସାବଧାନ, ବଜାରରୁ ପନିପରିବାର କିଣୁଥିଲେ ସବଧାନ ହୋଇ କିଣନ୍ତୁ, ମିଳୁଛି ପ୍ଲାଷ୍ଟିକ ପନିପରିବା, ଅନ୍ୟମାନଙ୍କୁ ସେୟାର କରନ୍ତୁ

ଆପଣ କଣ ବଜାର କୁ ଯାଉଛନ୍ତି ପନିପରିବା ଆଣିବା ପାଇଁ ତାହାଲେ ଧ୍ୟାନ ଦିଅନ୍ତୁ ଯେ ଯେଉଁ ପନିପରିବା ଆପଣ ଆଣୁଛନ୍ତି କାରଣ ଆପଣ ମାନେ ଆଗରୁ ସୁଣିଥିବେ ଯେ ବଜାର ରେ ଅସଲି ଅଣ୍ଡା ଓ ଚାଉଳ ବଦଳ ରେ ପ୍ଲାଷ୍ଟିକ ଅଣ୍ଡା ଓ ଚାଉଳ ମିଳିଥିବା ର । କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ ପନିପରିବା ଆସୁଛି ଯାହା ଅସଲି ପନିପରିବା ଠାରୁ ଆହୁରି ସୁନ୍ଦର୍ । ହଁ ବନ୍ଧୁ ବର୍ତ୍ତମାନ ବଜାର ରେ ପ୍ଲାଷ୍ଟିକ କୋବି ମିଳୁଛି । ଯେଉଁ କୋବି କୁ ସିଯେଇଲେ ନା ସେ ସିଯୁଚି ବରଂ କୋବି ଟି ସିଜିବା ବଦଳ ରେ ନାଳୁଆ ପଡିଯାଉଛି । ଏବଂ ତାର ପତ୍ର କୁ ପି ପୋଡ଼ିଲେ ତାହା ପ୍ଲାଷ୍ଟିକ ଭଳି ଟାଣି ହେଉଛି ।

ଜଣେ ବ୍ୟକ୍ତି ଏକ ବନ୍ଧା କୋବି ନେଇଥିଲେ ବଜାର ର ରୁ ସେ ଘରେ କୁ ନେଇ ଯେତେବେଳେ ରୋଷେଇ କରିବା ପାଇଁ କୋବି ଟି କୁ ସିଯେଇଥିଲେ ଯାହାକି ନାଳୁଆ ହୋଇଯାଇଥିଲା ଯାହା ଫଳରେ ସେ ଅଭିଯୋଗ କରିଥିଲେ । ହଁ ବନ୍ଧୁ ଘଟଣା ଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ର ମହାକଲ ପଡ଼ା ବ୍ଲକ୍ ର ରାମ ନଗର ର ବଜାର ରୁ ସ୍ଥାନୀୟ ବାସିନ୍ଦା ବିକ୍ରମ ନାଏକ ଏକ ବନ୍ଧାକୋବି ନେଇଥିଲେ ଘରେ ରୋଷେଇ କରିବା ପାଇଁ । ଏହି କୋବି ଟି କୁ ଦୀର୍ଘ ଏକ ଘଣ୍ଟା କାଳ ଶିଯେଇଥିଲେ ଓ ତାହା ସିଯିବା ବଦଳ ରେ ନାଳୁଆ ପଡ଼ିଯିବା ର ଅଭିଯୋଗ କରିଥିଲେ ଏବଂ ନିଆଁ ରେ କୋବି ପତ୍ର କୁ ପୋଡ଼ିଲେ ଆଉ କୋବି ପତ୍ର କୁ ଟାଣିଲେ ପ୍ଲାଷ୍ଟିକ ପରୀ ଟାଣି ହୋଇଯାଉଛି ଦେଖିବାକୁ ମିଲିଛି ।

ବଜାର ର ସଭାପତି ଏହାକୁ ସତ ବୋଲି ମାନିଛନ୍ତି । ହଁ କେତେ ଗୁଡ଼ିଏ ବ୍ୟବସାୟୀ ବନ୍ଧା କୋବି ଟି କୁ ଅଧିକ ଦିନ ସତେଜ୍ କରି ରଖିବାକୁ ବିଭିନ୍ନ ରାସାୟନିକ ପ୍ରୟୋଗ କରିଛନ୍ତି ଯାହାଫଳରେ ଏହି ଭଳି ସ୍ଥିତି ଉପୁଜିଛି । ଏହି ଭଳି ସ୍ଥିତି ରେ ଆତଙ୍କିତ ହୋଇଛନ୍ତି ଖାଉଟି ଏପରି ଖାଇବା ଦ୍ଵାରା ବିଭିନ୍ନ ପ୍ରକାର ର ରୋଗ ଓ ଦେହ କୁଣ୍ଡେଇ ହୋଇଥିବାର ର ସ୍ଥାନୀୟ ଲୋକେ କହିଛନ୍ତି । ସେଥିପାଇଁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା କୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସାନ ସିନା ଦାନ ତାଙ୍କ ମହାନା, ଜନ୍ମ ଦିନରେ ଚାଲିଗଲେ ଦୁଇ ସାଙ୍ଗ ହେଲେ ଯିବା ପୂର୍ବରୁ ବଞ୍ଚାଇ ଦେଇ ଗଲେ ୧୨ ଜୀବନ, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଝରି ଯିବ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ସାଙ୍ଗ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ମୃ-ତ୍ୟୁ ପରେ …

Leave a Reply

Your email address will not be published. Required fields are marked *