Breaking News

ଅନଲାଇନରେ ବିକ୍ରି ହେଉଛି ଚୁଲି ପାଉଁଶ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ନିଶ୍ଚିତ ଭାବେ ଚୁଲି ପାଉଁଶ ଓ କାଠ ରୁ ମିଳୁଥିବା ଅଙ୍ଗର୍ ବାବଦ୍ ରେ ଆଜି ଆମେ ଜାଣିବା । ହଁ ବନ୍ଧୁ କିଛି ବର୍ଷ ପୂର୍ବେ ଗାଆଁ ର ଲୋକମାନେ ପାଉଁଶ କୁ ବ୍ୟବହାର କରି ବାସନ ମାଜିବା ଓ ଅଙ୍ଗାର କୁ ବ୍ୟବହାର କରି ଦାନ୍ତ ସଫା କରିବା ଭଳି କାମ ରେ ବ୍ୟବହାର କରିଥାନ୍ତି । ବାକି ବାକିଥିବା ପାଉଁଶ କୁ ସାର ଆକାର ରେ ବ୍ୟବହାର କରାଯାଏ । କିନ୍ତୁ ସମୟ ସହ ଲୋକ ଙ୍କ ଚାହିଦା ବଦଳୁଥିବା ରୁ ଧୀରେ ଧୀରେ ଲୋକେ ପାଉଁଶ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି ।

ଗାଆଁ ଗହଳି ରେ ଲୋକେ ପାଉଁଶ ବ୍ୟବହାର କରୁଥିଲେ ମଧ୍ୟ ସହର ରେ ଏହାର ବ୍ୟବହାର କେହି ମଧ୍ୟ କରୁନଥିଲେ ହେଲେ ବର୍ତ୍ତମାନ ଡିଜିଟାଲ ଯୁଗ ରେ ପାଉଁଶ ବ୍ୟବହାର ଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ଆସିଛି ।ହଁ ବନ୍ଧୁ ଏବେ ଇ- କମର୍ସ କମ୍ପାନୀ ମାନେ ସୁନ୍ଦର୍ ଭାବେ ପ୍ୟାକିଂ କରି ଏହାକୁ ଅନଲାଇନ୍ ରେ , ଡିସ୍ ୱାସିଂ ଉଡଆସ, ନାମ ରେ ବିକ୍ରି ହଉଚି । ବିଭିନ୍ନ କମ୍ପାନୀ ମାନେ ଏହାକୁ ସୁନ୍ଦର୍ ଭାବ ରେ ପାକିଂ କରି ବହୁମୂଲ୍ୟ ରେ ବ୍ୟବହାର କରୁଛନ୍ତି । ୨୫୦ ଗ୍ରାମ ପ୍ୟାକେଟ ର ଦାମ୍ ରହିଛି ୩୯୯ ଟଙ୍କା । ହେଲେ କମ୍ପାନୀ ମାନେ ଏହା ଉପରେ ରିହାତି ଦେଉଛନ୍ତି । ରିହାତି ପରେ ୨୫୦ ଗ୍ରାମ ର ପାଉଁଶ ର ମୂଲ୍ୟ ୧୬୦ ଟଙ୍କା ରହିଛି ।

ଅର୍ଥାତ୍ ଗୋଟେ କିଲୋ ପାଉଁଶ କିନିଲେ ଆପଣ ଙ୍କୁ ୬୫୦ ଟଙ୍କା ଦେବା କୁ ପଡ଼ିବ । ଇ – କମର୍ସ ୱେବସାଇଟ ଅନୁଯାୟୀ ଏହି ପାଉଁଶ କୁ ବାସନ ମାଜିବା ପାଇଁ ବ୍ୟବହାର କରାଯାଏ ଏଥି ସହିତ ଏହାକୁ ଗଛ ରେ ସାର୍ ଆକାର ରେ ପ୍ରୟୋଗ କଲେ ଭଲ ଫଳ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ ବୈଜ୍ଞାନିକ ମାନଙ୍କ ମତ ରେ ପାଉଁଶ ରେ ବାସନ ମାଜିବା ଲାଭ ଦାୟକ । କାରଣ ଏଥିରେ କର୍ବନ୍ ରହିଛି ଯାହାକି ବାସନ ରୁ ମଇଳା ଓ ତେଲର ଡଃ ଛଡ଼ାଇବା ସହଜ କରିଥାଏ । ଏହାସହ ପାଉଁଶ ରେ ପୋଟାସିୟମ ଥିବାରୁ ଏହାକୁ ଶସ୍ୟ କ୍ଷେତ୍ର ରେ ବ୍ୟବହାର କଲେ ଜମି ଉର୍ବର ରହିବ ସହ ଅଧିକ ଫଳ ମିଳିଥାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭାରତର ସବୁଠୁ ଅଜବ ଓ ବିଚିତ୍ର ଗାଁ, ପୁରା ଘଟଣା ଜାଣିଲେ କହିବେ He Bhagaban ଏମିତି ସବୁ ଆଗରୁ ଦେଖି ନ ଥିବେ…

ଦର୍ଶକବନ୍ଧୁ କୁହାଯାଏ ଭାରତର ସଂସ୍କୃତି ଓ ପରମ୍ପରାକୁ ପାଖରୁ ଦେଖିବାକୁ ହେଲେ ଆପଣକୁ ଭାରତର ଗାଁରେ କିଛି ସମୟ ବିତେଇବାକୁ …

Leave a Reply

Your email address will not be published.