Breaking News

ବିବାହ ପରେ ପ୍ରଥମ ଥର ଅର୍ଚ୍ଚିତା ସବ୍ୟଙ୍କ ସହ ବାପା ଘରକୁ ଗଲେ, ଅର୍ଚ୍ଚିତାଙ୍କୁ ଦେଖି କାନ୍ଦି ପକାଇଲେ ଜେଜେ ମା

ବିବାହ ର କିଛି ଦିନ ଶାଶୁ ଘର ରହିଲା ପରେ ପୁଣି ଫେରିଛନ୍ତି ବାପା ଘର କୁ ଅର୍ଚ୍ଚିତା । ବାପଘର କୁ ଫେରିବା ସମୟ ରେ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ ଦେଖି ଭାବ ବିହୁଲ୍ ହୋଇଯାଇଛନ୍ତି ଅର୍ଚ୍ଚିତା ଙ୍କ ଆଇ । ହଁ ବନ୍ଧୁ ଏମିତି କିଛି ଫଟୋ ସୋସିଆଲ ମିଡ଼ିଆ ରେ ଦେଖାଯାଇଛି । କାହିଁକି ନା ବିବାହ ଘରେ ଶାଶୁ ଘରେ ପ୍ରଥମେ ରୋଷେଇ କରିବା ଏହା ପରେ ଶାଶୁଘର ରୁ ବାପଘର କୁ ଆସିଛନ୍ତି ଅର୍ଚ୍ଚିତା ସବ୍ୟସାଚୀ ଙ୍କ ସହିତ । ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ଦେଖି ଭାବ ବିହୂଲ୍ ହୋଇପଡିଛନ୍ତି ତାଙ୍କ ଆଇ ।

ଭାବ ବିହୁଲ ହୋଇ ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ଧରି କୁଣ୍ଢେଇ କାନ୍ଦୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଈରାଲ ହୋଇଛି । ଦର୍ଶକ ମାନେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ଯୋଡ଼ି ଙ୍କୁ ବହୁତ୍ ପସନ୍ଦ କରିଛନ୍ତି ଆଗ କୁ ମଧ୍ୟ ବହୁତ୍ ପସନ୍ଦ କରିବା । ହଁ ବନ୍ଧୁ ପ୍ରଥମ ଥର ପାଇଁ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ସହିତ ତାଙ୍କ ବାପଘର କୁ ବୁଲିବାକୁ ଆସିଛନ୍ତି । ଅର୍ଚ୍ଚିତା ଙ୍କ ଆଇ ଭାବ ଵିହୁଲ ହୋଇ କାନ୍ଦି ପକେଇଛନ୍ତି ଓ ଏହା ଖୁସି ର ଲୁହ ବୋଲି ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି କରିଥିଲେ ।

ମାର୍ଚ୍ଚ ୫ ରେ ଓଡ଼ିଶା କୁ ଫେରିଥିଲେ ଏୟାର ପୋର୍ଟ ରୁ ସିଧା ସଳଖ ସବ୍ୟ ଙ୍କ ଘର କୁ ଆସିଥିଲେ । ନିଜର ର ଚତୁର୍ଥୀ କାମ ଓ ସମସ୍ତ କାମ୍ ସରିବାପରେ କିଛି ସମୟ ଫୁରୁସତ୍ ପାଇଁ ଆସିଛନ୍ତି ଅର୍ଚ୍ଚିତା ବାପଘର କୁ । ବାପଘର କୁ ଆସିଲା ପରେ ସର୍ବ ପ୍ରଥମେ ଆଇ ଙ୍କ ପାଖ ରେ ଭେଟ ହୋଇଥିଲେ ।ସେ ତାଙ୍କ ଆଇ କୁ ବହୁତ୍ ଭଲପାଆନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ତାଙ୍କୁ ସର୍ବ ପ୍ରଥମେ ଦେଖିଲା ପରେ ଖୁସି ହୋଇଯାଇଥିଲେ । ଅର୍ଚ୍ଚିତା ଙ୍କ ଆଇ ମଧ୍ୟ ଖୁସି ରେ କାନ୍ଦି ପକାଇଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *