Breaking News

୧୦ ବର୍ଷ ପରେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଆମେଲି ପଣ୍ଡା(Ameli Panda) ଅଭିନୟ ଦୁନିଆକୁ ଫେରିବେ!

ଆମେ ଆଜି ଏମିତି ଜଣକ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସେ ତାଙ୍କର ଆଉ ଆଲବମ୍ ଓ ଅଭିନୟ ଦେଖିବାକୁ ମିଳୁନି । ହଁ ବନ୍ଧୁ ଆମେ କହୁଛୁ ଆଲବମ୍ ହିରୋଇନ୍ ଆମେଲି ପଣ୍ଡା ଙ୍କ ବିଷୟ ରେ ଯାହାଙ୍କର ଆଲବମ୍ ଗୀତ ଦେଖିବା ପାଇଁ ଲୋକ ମାନେ ଚାହିଁ ରହୁଥିଲେ । ତାଙ୍କର ଆଲବମ୍ ରେ ଜବରଦସ୍ତ ଅଭିନୟ ଲୋକ ମନ୍ ଙ୍କୁ ବହୁତ୍ ପସନ୍ଦ ଆସିଥିଲା ସେ ବହୁତ ଗୁଡ଼ିଏ ଆଲବମ୍ କରିଛନ୍ତି ଆଉ ସମସ୍ତ ଆଲବମ୍ ମଧ୍ୟ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି ।

ଆସନ୍ତୁ ଜାଣିବା ଅମେଲି ପଣ୍ଡା ଙ୍କ ବିଷୟ ରେ ତାଙ୍କର ପ୍ରକୃତ ନାମ ହେଉଛି ଆମେଳି ପଣ୍ଡା ହୋତା । ତାଙ୍କର ଜନ୍ମ ଦିନ ହେଉଛି ୧୪-୦୯-୧୯୮୪ ସେ ପଶ୍ଚିମ ବଙ୍ଗ ର ଝାର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ।ସେ ୨୦୧୧ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ତାଙ୍କ ସ୍ବାମୀ ଙ୍କ ନାମ ହେଲା ନିଲ ହୋତା । । ସେ ମହର୍ଷି ବିଶ୍ଵ ବିଦ୍ୟାଳୟ ରେ ପାଠ ପଢୁଥିଲେ । ସେ ବହୁତ୍ ଗୁଡ଼ିଏ ଆଲବମ୍ କରି ଫିଲ୍ମ୍ ରେ ଅଭିନୟ ମଧ୍ୟ କରିଥିଲେ ।

ସବୁଠୁ ବଡ଼ କଥା ହେଲା ଯେ ୪୦୦ ରୁ ଅଧିକ ଆଲବମ୍ କରିଛନ୍ତି । ସେ ୨୦୦୫ ମସିହା ରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଓଡ଼ିଆ ଫିଲ୍ମ୍ ନାମ ଟି ହଉଛି ଜୀବନ ମୃତ୍ୟୁ ତା ପରେ ଦ୍ଵିତୀୟ ଫିଲ୍ମ୍ ହଉଛି ୨୦୦୭ ମସିହା ରେ ତୁମକୁ ତ ପାରୁନି ଭୁଲି ରେ ଭଉଣୀ ଭୂମିକା ରେ ଅଭିନୟ କରିଛନ୍ତି । ଆମେଲୀ ଭୁବନେଶ୍ୱର ରେ ବିବାହ କରିଛନ୍ତି । ତାଙ୍କ ସ୍ବାମୀ ଜଣେ ବିଜିନେଶ ମ୍ୟାନ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.