Breaking News

ଓଡିଶାର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି (Bijaya Mohanty) ଙ୍କ ଜୀବନର କିଛି ଜଣା ଅଜଣା କଥା, ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଫେମସ କଳାକାର ବିଜୟ ମହାନ୍ତି ଙ୍କୁ ଜାଣିଥିବେ ।ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ଆପଣ ମାନେ ତା ନିଶ୍ଚୟ ଜାଣିଥିବେ ସେ ଆମ ଗହଣରେ ରେ ଏବେ ନାହାନ୍ତି ହେଲେ ତାଙ୍କର ବହୁତ ଗୁଡିଏ ସୁନ୍ଦର ଅଭିନୟ ଆମ ମାନଙ୍କ ପାଇଁ ଛାଡି ଯାଇଛନ୍ତି।ତେବେ ବନ୍ଧୁଗଣ ଆମେ ଆଜି ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା ଆମର ଏହି ଲେଖା ମାଧ୍ୟମରେ।


ତେବେ ଆପଣ ମାନେ ଜାଣିଥିବେ ଜୀବନ ଯୁଦ୍ଧ ରେ ସେ ହାରିଯାଇଛନ୍ତିତେବେ ଆସନ୍ତୁ ତାଙ୍କ ପରିବାର ବିଷୟରେ ଜାଣିବା।ସେ ଏପ୍ରିଲ 8 ତାରିଖ 1950 ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ କେନ୍ଦ୍ରାପଡା ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କର ଛୋଟ ବେଳୁ ଅଭିନୟ କରିବାର ରୁଚି ଥିଲା। ସେଥିପାଇଁ ଦେଲ୍ଲୀ ର ନସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ରେ ସେ ବଲିଉଡ୍ ଅଭିନେତା ଓମପୁରୀ ଓ ନାସିରୁଦ୍ଦିନ ସାହାଙ୍କ ସହିତ ପାଠ ପଢିଥିଲେ।ସେ ପ୍ରଥମେ 1977 ମସିହାରେ ଓଡ଼ିଆ ଚଳଚିତ୍ର ନାଗଫାସ ରେ ଅଭିନୟ କରି ଚଳଚିତ୍ର ଜଗତରେ ପାଦ ଥାପି ଥିଲେ।

ଅନେକ ଚଳଚ୍ଚିତ୍ରରେ ଖଳନାୟକ ର ଭୂମିକା ମଧ୍ୟ ନିଭାଇଛନ୍ତି ସେ।ତାଙ୍କର ସୁପର ହିଟ ଫିଲ୍ମି ଗୁଡିକ ହେଲା ଚକା ଭଉଁରୀ, ସହରୀ ବାଘ ଏମିତି ବହୁତ ଗୁଡିଏ ଫିଲ୍ମି ରହିଛି।ସେ ତାଙ୍କ କ୍ୟାରିଅର ରେ ପ୍ରାୟ 175 ଟି ଫିଲ୍ମି ରେ ଅଭିନୟ କରିଛନ୍ତି। ହାଇଦ୍ରାବାଦ ଠାରେ ନିଜ ଝିଅ ଓ ଜ୍ବାଇଁ ପାଖରେ ରହୁଥିବା ସମୟରେ ତାଙ୍କୁ ଆସିଥିଲା ହୃଦଘାତ । ସେଠାରେ ଏକ ଗ୍ଲୋବାଲ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିଲେ। ତାଙ୍କ ଦେହ ଠିକ ହେବା ପରେ ସେ ଓଡିଶା ଫେରିଥିଲେ।


ଆପଣ ମାନେ ଜାଣିଥିବେ ବିଜୟ ଙ୍କ ପରଲୋକ ପରେ ସ୍ତବ୍ଧ ହୋଇଯାଇଛି ସାରା ଓଡ଼ିଶା ତଥା ଓଲିଉଡ଼ ଜଗତ।ତେବେ ସେତେବେଳେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରୁଥିଲେ।ଓ ଆଜି ବି ସମସ୍ତଙ୍କ ହୃଦୟ ରେ ସେ ରହିଛନ୍ତି। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *