Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ସବ୍ୟସଚୀ (Sabyasachi) ସ୍ତ୍ରୀ ଅର୍ଚିତା (Archita)ଙ୍କୁ ପ୍ରଥମ ଥର ସୁଟିଙ୍ଗ ସେଟକୁ ଗଲେ

ବିବାହ ପରେ ପ୍ରଥମ ଥର ପାଇଁ ସ୍ତ୍ରୀ ଙ୍କୁ ଧରି ସୁଟିଂ ସେଟ୍ ରେ ପହଞ୍ଚିଲେ । ସବ୍ୟସଚୀ ସ୍ତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍ କୁ ଯାଇଛନ୍ତି । ହଁ ବନ୍ଧୁ କିଛି ଦିନ ହେଲା ରାଜସ୍ଥାନ ରେ ବିବାହ କରି ଓଡ଼ିଶା କୁ ଫେରିଛନ୍ତି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ଓ ଅର୍ଚ୍ଚିତା । ସେ ପୁଣି ତାଙ୍କ ସୁଟିଂ ସେଟ୍ ଆରମ୍ଭ କରିଛନ୍ତି କାହିଁକି ନ ସୁଟିଂ ହିଁ ତାଙ୍କ ଜୀବନ ଓ ସୁଟିଂ ସେଟ୍ ରୁ ଏତେ ବାଟ ପହଞ୍ଚିଁଛନ୍ତି ଏହି କଥା ଟି ସବ୍ୟସାଚୀ ନିଜେ କହିଥିଲେ ।

ଜି ସାର୍ଥକ ସଂସାରେ ଆୱାର୍ଡ଼ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ଫେରିଲା ପରେ ଯୋଗ ଦେଇଛନ୍ତି । ଏଥିରେ ସେଲିବ୍ରିଟି ମାନେ ସବ୍ୟ ଓ ଅର୍ଚ୍ଚିତା ଙ୍କୁ ଦେଖି ବହୁତ୍ ଖୁସି ହୋଇଯାଇଛନ୍ତି ଏବଂ ତା ସହିତ ଫଟୋ ପି ମଧ୍ୟ ଉଠେଇଛନ୍ତି । ସେଠାରେ ଥିବା ସୋସିଆଲ ,ମିଡ଼ିଆ ମାନେ ତାଙ୍କ ଫଟୋ କୁ ଭାଇରାଲ କରିଥିଲେ । ଏହି ଫଟୋ ରେ ଆଗକୁ ଆସୁଥିବା ଜି ସାର୍ଥକ ର ସଂସାର ଆୱାର୍ଡ଼ ରେ ଦେଖିବାକୁ ମିଳିବ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ । ଅବଶ୍ୟ ଅର୍ଚ୍ଚିତା ଓ ସବ୍ୟ ଙ୍କ ପରଫମନସ୍ ଦେଖିବାକୁ ମିଳିବ ନାହିଁ ଜନ ନାହିଁ କିନ୍ତୁ ସବ୍ୟ ଏବଂ ଅର୍ଚ୍ଚିତା ଏହି ଷ୍ଟେଜ ସେୟାର କରିଛନ୍ତି ସେଲିବୃତି ଙ୍କ ସହିତ ।

ପ୍ରଥମ ଥର ବିବାହ ପରେ ଅର୍ଚ୍ଚିତା ଙ୍କୁ ନେଇ ସଂସାର ଆୱାର୍ଡ଼ ରେ ପହଞ୍ଚିଥିଲେ ସବ୍ୟ । ଅର୍ଚ୍ଚିତା ଏବଂ ସବ୍ୟ ବହୁତ୍ ଖୁସି ଥିବାର ଜଣା ପଡ଼ିଛି ସଂସାର ଆୱାର୍ଡ଼ ରେ । ହଁ ବନ୍ଧୁ ଜି ସାର୍ଥକ ର ଅନେକ ରିଆଳିଟି ଶୋ ରେ ଆପଣ ଅର୍ଚ୍ଚିତା ଙ୍କୁ ଜଜ୍ ଭବ ରେ ଦେଖିଥିବେ । ସବ୍ୟସାଚୀ ମଧ୍ୟ ମୁଖ୍ୟ ଯଜ୍ ଭାବେ ରେ ଦେଖିଥିବେ । ଏହି ସଂସାର ଆୱାର୍ଡ଼ ରେ କିଭଳି ଅନୁଭୂତି ଲାଗୁଥିବା ର ପଚରିଥିଲେ । ସବ୍ୟ ଏବଂ ଅର୍ଚ୍ଚିତା କହିଥିଲେ ଯେ ଆମେ ଜି ସାର୍ଥକ ର ଫାମିଲୀ ହୋଇକି ରହିଛି ଆଗ କୁ ମଧ୍ୟ ଏମିତି ରହିଥିବୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *