Breaking News

ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ(Elina) ନିଜ ବାହାଘର ବିଷୟରେ ମୁହଁ ଖୋଲିଲେ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି ।ହଁ ବନ୍ଧୁ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ୍ ଆଉ ସିରିଏଲ୍ ରେ ବହୁତ୍ ଲୋକ ପ୍ରିୟ ରହିଛି ।

ବହୁତ୍ ଲୋକ ଫିଲ୍ମ୍ ଓ ଶିରିଏଲେ ଦେଖି ମନୋରଞ୍ଜନ କରିଥାନ୍ତି । ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜର ପରିବାର,ବନ୍ଧୁବର୍ଗ ଙ୍କ ସହ ଫିଲ୍ମ୍ ଦେଖିଥାନ୍ତି ଆଉ ତା ସହ ବହୁତ୍ ଖୁସି ମଧ୍ୟ ହୋଇଥାନ୍ତି । ଆମ ଓଡ଼ିଶା ରେ ଓଡ଼ିଆ ସିରିଏଲ୍ ର ବହୁତ୍ ଚାହିଦା ରହିଛି । ଓଡ଼ିଆ ଫିଲ୍ମ୍ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କେବଳ ଓଡ଼ିଶା ରେ ନୁହେଁ ବରାମ୍ ସର ଦେଶ ରେ ଲୋକପ୍ରିୟତା ପାଇଁଛନ୍ତି ।

ସେମାନେ ତାଙ୍କ ଅଭିନୟ ପାଇଁ ଲୋକମାନଙ୍କ ହୃଦୟ କୁ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖ ରେ ପ୍ରିୟ ହୋଇ ଥାଆନ୍ତି । ତେବେ ଓଡ଼ିଶା ଚଳଚ୍ଚିତ୍ର ରେ ଅନେକ ଅଭିନେତ୍ରୀ ଅଛନ୍ତି ।ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ଆସନ୍ତୁ ଜାଣିବା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ଙ୍କୁ। ହଁ ବନ୍ଧୁ ସେ ଏକ ସୋ ମାଧ୍ୟମରେ ଓଲିଉଡ଼ ସିନେ ଜଗତ କୁ ପ୍ରବେଶ କରି ଥିଲେ।ଆଉ ପରେ ସେ ଅନେକ ସଫଳତା ମଧ୍ୟ ପାଇଥିଲେ।

ତେବେ ତାଙ୍କର ସୁନ୍ଦରତା , ଅଭିନୟ ମନ୍ କୁ ଖୁସି ଆଣି ଦେଇଛି, ତେଣୁ ସେ ଦର୍ଶକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇ ପାରିଛନ୍ତି।ତେବେ ଆପଣ ମାନେ ଦେଖିଥିବେ ସୋସିଆଲ ମିଡ଼ିଆ ରେ ତାଙ୍କର ଗୋଟିଏ ଫଟୋ ଭାଇରଲ ହେବାରେ ଲାଗିଛି।ତେବେ କିଛି ଦିନ ତଳେ ଏଲିନା ସାମନ୍ତରାୟ ତାଙ୍କ ଦର୍ଶକ ମାନଙ୍କ ପାଇଁ ଲାଇଭ୍ ଆସିଥିଲେ। ଯେଉଁଥିରେ ସେ ଓଡିଆ ସିଙ୍ଗର ସ୍ଵୟଂ ପାଢୀଙ୍କ ସହ ମଜା ମସ୍ତି କରୁଥିବାର ନଜର ଆସିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *