Breaking News

କୁଆଁରୀ ବୋହୂ ସିରିଏଲର ଅଭିନେତ୍ରୀ ଶିମ୍ବା(Rakesh) ଲୁଚିକରି ଏହି ଅଭିନେତ୍ରୀଙ୍କୁ ବିବାହ କରିଲେ

ଆପଣ ମାନେ ସମସ୍ତେ ଓଡିଆ ସିରିଏଲ କୁଆଁରୀ ବୋହୁ ନିଶ୍ଚୟ ଦେଖିଥିବେ |ଏହି ସିରିଏଲ ରେ ଆପଣ ମାନେ ସିମ୍ବା ଚରିତ୍ର କୁ ଭଲ ଭାବରେ ଜାଣିଥିବେ |ଏବେ ନିକଟରେ ଗୋଟିଏ ଖବର ସାମ୍ନା କୁ ଆସିଛି ଖବର ଟି ହେଉଛି ସିମ୍ବା ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ଆପଣ ,ମାନେ ଜାଣିଥିବେ ସିମ୍ବା ଖୁବ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତେବେ ସିମ୍ବା କାହାକୁ ବିବାହ କରିଛନ୍ତି ଆମେ ଆଜି ଆପଣ ମାନଙ୍କୁ କହିବୁ ଆମର ଏହି ଲେଖା ମାଧ୍ୟମରେ |


ଏବେ କିଛି ଦିନ ତଳେ ସିମ୍ବା ବିବାହ କରିଛନ୍ତି ସେ ଓଡିଆ ସିରିଏଲ ଜଗତର ଅଭିନେତ୍ରୀ ଯାଜ୍ଞସିନୀଙ୍କୁ ବିବାହ କରିଛନ୍ତି |ଆପଣ ମାନେ ଯାଜ୍ଞସିନୀଙ୍କୁ ନୂଆ ବୋହୁ ସିରିଏଲ ରେ ଚାନ୍ଦ ବାଇ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ |ସେ ଏହି ସିରିଏଲ ବ୍ୟାତୀତ ଆହୁରି ମଧ୍ୟ ବହୁତ ଗୁଡିଏ ସିରିଏଲ ରେ ଅଭିନୟ କରିଛନ୍ତି| ଆପଣ ମାନେ ଜାଣିଥିବେ ସିରିଏଲ ପରି ଓ ମାନିନୀ ଏମିତି ବହୁତ ଲୋକପ୍ରିୟ ସିରିଏଲ ରେ ଅଭିନୟ କରିଛନ୍ତି |ସେ ତାଙ୍କର ଖୁବ ସୁନ୍ଦର ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି |


ଏବେ କିଛି ଦିନ ହେବ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ଦୁଇଜଣ ବହୁତ ଖୁସି ଥିବା ଜଣ ପଡିଛି |ଏହି ଦୁଇଜଣ ତାଙ୍କ ବିବାହ ର କେତେଗୁଡିଏ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରିଛନ୍ତି |ଏହି ଯୋଡି ଙ୍କୁ ଲୋକମାନେ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି ଓ ତାଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି |ତେବେ ଏହି ଦୁଇ ଯୋଡି ଆପଣ ମାନଙ୍କୁ କେମିତି ଲାଗୁଛି ନିଶ୍ଚୟ କମେଣ୍ଟ ବକ୍ସ ରେ କୁହନ୍ତୁ |ଏମିତି ଆହୁରି ଖବର ଆମେ ଆପଣଙ୍କ ପାଇଁ ଆଣିଦେବୁ ଧନ୍ୟବାଦ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.