Breaking News

ଭିଡିଓ ହେଲା ଭାଇରାଲ ଓଡିଶାର ଫେମସ ଅଭିନେତ୍ରୀ ଲିପ୍ସା ମିଶ୍ର (Lipsa Mishra) ବସ୍ତିରେ ବୁଲି ବୁଲି କମଳା ବିକିଲେ

ଆପଣ ମାନେ ଦେଖିଥିବେ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ହେ ପ୍ରଭୁ । ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ହେ ପ୍ରଭୁ । ହେ ପ୍ରଭୁ ରେ ଅଭିନୟ କରୁଥିବା ଲିପ୍ସା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ।

ହେ ପ୍ରଭୁ ଧାରା ବାହୀକ ରେ ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଲିପ୍ସା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ହେ ପ୍ରଭୁ ନମ୍ବର ୱାନ ହୋଇ ପାରିଛି । ଲିପ୍ସା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି ।ଲିପ୍ସା ୨୦୧୫ ରେ ତାଙ୍କ ପ୍ରଥମ ଫିଲ୍ମ୍ ମାୟା ଏବଂ ପିଲାଟା ବିଗିଡ଼ି ଗଲା ରେ ଜବରଦସ୍ତ ଅଭିନୟ କରିଥିଲେ । ସେ ପୂର୍ବ ରୁ ତୁଳସୀ ଧାରା ବାହିକ ରେ ଅଭିନୟ କରି ତୁଳସୀ ରୂପେ ପରିଚିତ ।

ସୋସିଆଲ ମିଡିଆରେ ଲିପ୍ସା ଙ୍କ ଏକ ପୋଷ୍ଟ ଭାଇରଲ ହବାକୁ ଲାଗିଛି ଯେ ସେ ଏକ ବସ୍ତି କୁ ଯାଇ ଲୋକ ଙ୍କ ସହ ମିଶିଥିଲେ ଏବଂ ଛୋଟ ପିଲା ଙ୍କୁ ଧରିଥିଲେ ଏଥି ସହିତ ସେ କମଳା ମଧ୍ୟ ବିକ୍ରି କରିଥିବା ର ଫଟୋ କୁ ଦେଖିବାକୁ ମିଳିଛି ।ଯାହାକୁ ଦେଖି ଦର୍ଶକ ମାନେ ଭାବୁଛନ୍ତି ଯେ ଲିପ୍ସା ବସ୍ତି ରେ କଣ କରୁଛନ୍ତି । ହଁ ବନ୍ଧୁ ଆମେ କହି ରଖୁଛୁ ଯେ ଏହା ଲିପ୍ସା ଙ୍କ ସୁଟିଂ ସେଟ୍ ର ଫୋଟୋ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *