Breaking News

ଭିଡିଓ ଦେଖନ୍ତୁ – ସେଲଫି ନେଉଛନ୍ତି କି ସବଧାନା! ନଚେତ ଆପଣଙ୍କ ସହ ବି ହୋଇ ପାରେ ଏମତି

କେତେ ବେଳେ କାହାର ମୃତ୍ୟୁ ହେବ ସେ କଥା କେବଳ ସେଇ ଉପର ବାଲାକୁ ଜଣା ଥାଏ । ଆଜିର ଯୁବ ପିଢୀ ସେଲଫି ନେଇ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏମିତି ଭାବେ ନିଜର ମୃତ୍ୟୁକୁ ନିମନ୍ତ୍ରଣ ଦେଉଛନ୍ତି । କେତେ ବେଳେ ସେଲଫି ନେଉ ନେଉ କିଏ ପାଣି ରେ ଭାସି ଗଲାଣି ତ ଆଉ କିଏ ଉଚ୍ଚ ଜାଗାରୁ ଖସି ପଡୁଛି । ସେହିଭଳି ଆସନ୍ତୁ ଆଜି ଜାଣିବା ଜଣେ ଯୁବକ ତାଙ୍କର ଟିକେ ଖୁସି ପାଇଁ ଚାଲିଗଲା ତାଙ୍କ ଜୀବନ । ହଁ ବନ୍ଧୁ ଜଣେ ଯୁବକ ଗୋଟେ ଜଙ୍ଗଲ ଭିତରେ ଥିବା ଏକ ୱାଟର ଫଲ୍ଲ ବିପଦ ଜନକ ଭାବେ ତଳ କୁ ଖାଉଥିଲେ ଠିକ୍ ବଡ଼ ବଡ଼ ସ୍ଵୀମିଂ ପୁଲ୍ ରେ ଲାଗିଥିବା ସ୍ଲପ ଭଳି ଏପଟେ ଯୁବକ ଙ୍କ ସାଙ୍ଗ ମାନେ ମୋବାଇଲ୍ ରେ ଭିଡିଓ ସୁଟିଂ କରୁଛନ୍ତି ।

ଯୁବକ ଜଣ ଙ୍କ ଯେଉଁ ୱାଟର fall re ଖସୁ ଥିଲେ ତାର ଚର୍ତୁପାଶ୍ୱରେ ବଡ଼ ବଡ଼ ପଥର ଏବଂ ଯୁବକ ଜଣ କ ଖସୁଥିବା ସମୟ ରେ ହଠାତ୍ ତାଙ୍କର ମୁଣ୍ଡ ଟି ମାଡ଼ ହୋଇଥିଲା ଏକ ବଡ଼ ପଥର ରେ ତା ପରେ ଯାଇ ଗଭୀର ପାଣି ରେ ପଡିଥିଲେ ଗୋଟେ କ୍ଷଣକ ମଜା ପାଇଁ ଚାଲିଗଲା ଜୀବନ । ହଁ ବନ୍ଧୁ ଘଟଣା ଟି ଘଟିଛି ମାଲକାନଗିରି ଜିଲ୍ଲା କାର୍ଲିମେଳା ଅନ୍ତର୍ଗତ ବେଢ଼ାଙ୍ଗି ବାଡା ପଂଚାୟତ ର ବେହେରା ଗୁଡ଼ ନିକଟ ରେ ଥିବା ଏକ ଜଳ ପ୍ରବାହ ରେ ମୃତ୍ୟୁ ହେଇଛି ଜଣେ ଯୁବକ ଙ୍କର ।

ସାଙ୍ଗ ସାଥି ମାନେ ଏକାଠି ହୋଇ ଗାଧେଇବାକୁ ଯାଇଥିଲେ ଗମ୍ଫାକୁଣ୍ଡା ପଂଚାୟତ ର mpv ୨୬ ଗ୍ରାମ ର ବିଜୁ ମଣ୍ଡଳ ଜଳ ପ୍ରପତାରେ ଖସିଲା ବେଳେ ତାଙ୍କ ମୁଣ୍ଡ ବାଡେଇ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗ ମାନେ ତାକୁ ଉଦ୍ଧାର କରି ପ୍ରଥମେ mpv 21 ଆଉ ତାପରେ ମାଲକାନଗରିର ହସ୍ପିଟାଲ୍ କୁ ନେଇଥିଲେ କିନ୍ତୁ ଡକ୍ଟେର ତାଙ୍କୁ କୋର ପୁଟ ନେଇଯିବାକୁ କହିଥିଲେ ।କୋରାପୁଟ ଯିବା ସମୟ ରେ ବିଜୁ ଙ୍କ ପ୍ରାଣ ଚାଲିଯାଇଥିଲା।

ବିଜୁଙ୍କ ମୃତ୍ୟୁ ଖବର ପାଇ ଗାଆଁ ଲୋକେ ଶୋକ ପ୍ରକାଶ କରିଛନ୍ତି । ସାମାନ୍ୟ ଟିକେ ମଜା ପାଇଁ ଚାଲିଗଲା ଜୀବନ । ମଣିଷ ର ଟିକେ ହେଲା ଆଉ ମଜା ପାଇଁ ଚାଲିଗଲା ଜୀବନ । ସେଥିପାଇଁ ବନ୍ଧୁ ମାନେ କେଉଁଠି ବି ବିପଦ ଜଣକ ଜାଗା ରେ ସେଲେଫି ବା ମଜା ମସ୍ତି କରିବ ନାହିଁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟୀକା ନେବା ପାଇଁ ଡରୁଛନ୍ତି ଲୋକେ ! ଭ -ୟରେ ଗାଁ ରେ ପଡିଲା ତାଲା ଦେଖନ୍ତୁ ଭିଡିଓ

ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଠୁ ରକ୍ଷା ପାଇବା ପାଇଁ ଟୀକା ହିଁ ଏକମାତ୍ର ମାଧ୍ୟମ। …

Leave a Reply

Your email address will not be published. Required fields are marked *