Breaking News

ଦେଖନ୍ତୁ ଭିଡିଓ – ଓଡିଆ ସିନେମା ନାୟିକା ଲିନା ସାମନ୍ତରାୟ (Elina Samantray) କିପରି ଛୁଟି ଦିନରେ ତାଙ୍କ ପରିବାର ସହ ମଜାମସ୍ତି କରୁଛନ୍ତି

ନିଶ୍ଚୟ ଆପଣ ମାନେ ଓଡିଆ ସିନେମା ସୁପର ହିଟ ନାୟିକା ଏଲିନା ସାମନ୍ତରାୟଙ୍କୁ ଆପଣ ଜାଣିଥିବେ । ଆପଣ ମାନେ ସିନେମାରେ ତାଙ୍କ ଜବରଦସ୍ତ ଅଭିନୟ ବି ଦେଖି ଥିବେ । ଏଲିନା ତାଙ୍କର ଦମଦାର ଅଭିନୟ ପାଇଁ ଓଡିଶା ଯୁବ ପିଢୀ ମାନଙ୍କର ପ୍ରିୟ ନାୟିକା ହୋଇ ପାରିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ କହିବୁ ଏଲିନା କିପରି ଛୁଟି ଦିନରେ ତାଙ୍କ ପରିବାର ସହ ମଜା ମସ୍ତି କରୁଥିଲେ । ଆମର ଏହି ଲେଖା ମାଧ୍ୟମରେ। ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ଚେହେରା

ଏଲିନା 1996 ମସିହା 23 ଜୁଲାଇ ରେ ଜନ୍ମ ଗ୍ରହଣ କରିଥିଲେ।ସେ ହେଉଛନ୍ତି ଜଣେ ଫେମସ ଅଭିନେତ୍ରୀ ଓ ଲୋକମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି।ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିଲେ।ଏଲିନା ତରଙ୍ଗ ଟିଭି ର କିଏ ହେବ ମୋ ହିରୋଇନ ରିଆଲିଟି ସୋ ରେ ବିଜେତା ହୋଇ ଓଲିଉଡ ଜଗତରେ ପ୍ରବେଶ କରିଥିଲେ।ସେବେଠୁ ସେ ଆଉ ପଛକୁ ଚାହିଁ ନାହାନ୍ତି ସେ ଆଗକୁ ମାଡି ଚାଲିଛନ୍ତି ଓ ବହୁତ ସଫଳତା ହାସଲ କରି ଚାଲିଛନ୍ତି।

ଏଲିନା ଙ୍କର ପ୍ରଥମ ଫିଲ୍ମି ଟି ହେଉଛି “ଇଶ୍କ ତୁ ହି ତୁ” ଏହି ଫିଲ୍ମି ରେ ଖୁବ ସୁନ୍ଦର ଅଭିନୟ କରିଥିଲେ ଓ ପରେ ବହୁତ ଫିଲ୍ମି ନିର୍ମାତା ତାଙ୍କୁ ଅଫର ଦେଇଥିଲେ । ଏହା ପରେ ସେ ‘ଜଗା ହାତରେ ପଘା’ ଏବଂ ‘କେହି ନୁହେ କାହାରା’ ଭଳି ସିନେମାରେ ଅଭିନୟ କରିଥିଲେ ।ତେବେ ଏବେ କିଛି ଦିନ ତଳେ ଏଲିନା ତାଙ୍କ ବାପା ମା ଓ ଭାଇଙ୍କ ସହ ବୁଲିବାକୁ ଯାଇଥିଲେ ଓ ଏହି ବୁଲିବା ସମୟର ଫଟ ଗୁଡିଏ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହା ବର୍ତ୍ତମାନ ସମୟରେ ବହୁତ ଭାଇରଲ ହେବାରେ ଲାଗିଛି।ତେବେ ଏଲିନା ଙ୍କର ଫ୍ୟାନ ମାନେ ଏହି ଫଟ ଗୁଡିକୁ ଖୁବ ପସନ୍ଦ କରିଛନ୍ତି ଓ ବହୁତ ମାତ୍ରରେ ଲାଇକ ଆଉ ସେୟାର କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *