Breaking News

ଦେଖନ୍ତୁ ଭିଡିଓ – ଝିଅ ବିଦା ବେଳେ ଅର୍ଚିତା ଙ୍କ କାନରେ କଣ କହିଲେ ଅର୍ଚିତା(Archita) ଙ୍କ ମା ….

ଆପଣ ମାନେ ସମସ୍ତେ ଓଲିଉଡ ଜଗାତାର ଚର୍ଚିତ ଯୋଡି ସବ୍ୟସାଚୀ ଓ ଅର୍ଚିତା ଙ୍କୁ ଭଲ ଭାବରେ ଜାଣିଥିବେ |ଏହି ଦୁଇ ଯୋଡି ଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି |ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି |ତେବେ ବନ୍ଧୁଗଣ ଆପାନ ମାନେ ନିଶ୍ଚୟ ଜାଣିଥିବେ ଏହି ଦୁଇଜଣ ମାର୍ଚ 1 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି |


ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ଝିଅ ବିଦା ସମୟରେ ଅର୍ଚିତା କେମିତି କାନ୍ଦି ଥିଲେ ଓ ତାଙ୍କ ମା ଝିଅ ବିଦା ସମୟରେ ଅର୍ଚିତା ସାହୁ ଙ୍କୁ କଣ କହିଥିଲେ |ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାର୍ଚ 1 ତାରିଖାରେ ରାଜସ୍ଥାନ ରେ ଯାଇ ବିବାହ କରିଥିଲେ ସାବ୍ୟ ଓ ଅର୍ଚିତା |


ସବ୍ୟସାଚୀ ଓ ଅର୍ଚିତା ଙ୍କର ପରିବାର ଉପସ୍ଥିତ ରହି ହିନ୍ଦୁ ରୀତି ନୀତି ଅନୁସାରେ ସବ୍ୟ ଓ ଅର୍ଚିତା ଙ୍କର ବିବାହ ହୋଇଥିଲା |ଗତ ଦୁଇ ଦିନ ତଳେ ସବ୍ୟ ଓ ଅର୍ଚିତା ରାଜସ୍ଥାନ ରୁ ଓଡିଶା ଫେରିଛନ୍ତି|ଯେତେବେଳେ ସବ୍ୟ ଓ ଅର୍ଚିତା ଓଡିଶା ଫେରିଥିଲେ ସେହି ସମୟରେ ସେ ବହୁତ ଖୁସି ଅନୁଭବ କରୁଥିଲେ |ତେବେ ଆସନ୍ତୁ ଜାଣିବା ଅର୍ଚିତା ତାଙ୍କ ଶାଶୁ ଘରେ କେମିତି ରହିଛନ୍ତି |

ବନ୍ଧୁଗଣ ଝିଅ ବିଦା ସମୟରେ ମା ତାଙ୍କ ଝିଅ ଅର୍ଚିତା ଙ୍କୁ କହିଥିଲେ ଝିଅ ତୁ ସବୁବେଳେ ତୋ ସ୍ଵାମୀ ଙ୍କର ଦୁଖ ଶୁଖ ବୁଝିବୁ ଓ ଶାଶୁ ଶସୁରଙ୍କ ସେବା କରିବୁ |ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପାଖା ପାଖି ପାଞ୍ଚ ଟି ଓଡିଆ ଫିଲ୍ମ ରେ ଏକାଠି ଅଭିନୟ କରି ସାରିଛନ୍ତି ସବ୍ୟ ଓ ଅର୍ଚିତା |ଏହି ଦୁଇଜଣ ଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *