Breaking News

ଭିଡିଓ ଦେଖନ୍ତୁ ବିବାହ ପରେ କିପରି ଶାଶୁ ଘରେ ରୋଷେଇ କରୁଛନ୍ତି ନାୟିକା ଅର୍ଚ୍ଚିତା ( Archita)

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଚର୍ଚିତ ଯୋଡି ସବ୍ୟସାଚୀ ଓ ଅର୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ |ଏହି ଦୁଇଜଣ ଯୋଡି ଙ୍କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି |ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ମାର୍ଚ 1 ତାରିଖ ଦିନ ଏହି ଦୁଇଜଣ ବିବାହ ବନ୍ଧନ ର ବାନ୍ଧି ହୋଇଛନ୍ତି |ତେବେ ବନ୍ଧୁଗଣ ବିବାହ ପରେ ଶାଶୁଘରେ କେମିତି ଅଛନ୍ତି ଅର୍ଚିତା ଆସନ୍ତୁ ଜାଣିବା |

ତେବେ ଡେରି ନ କରି ଆସନ୍ତୁ ଜାଣିବା | ତେବେ ବନ୍ଧୁଗଣ ପ୍ରଥମ ଥର କରି ଅର୍ଚିତା ତାଙ୍କ ଶାଶୁ ଘରେ ରୋଷେଇ ଘରେ ଏଣ୍ଟ୍ରି କରିଛନ୍ତି |ଆପଣ ମାନେ ତ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ ଯେ ମାର୍ଚ 1 ତାରିଖରେ ଅର୍ଚିତା ସବ୍ୟ ଙ୍କୁ ବିବାହ କରିଥିଲେ ଓ ପାଖା ପକ୍ଷୀ ପାଞ୍ଚ ଦିନ ପରେ ଉଭୟ ଓଡିଶା ଫେରିଥିଲେ ଓ ଓଡିଶା ଫେରିବା ପରେ ଅର୍ଚିତା ନିଜ ଶାଶୁ ଘରକୁ ଯାଇଥିଲେ|

ତେବେ ବର୍ତମାନ ସମୟରେ ଯଦି ଦେଖିବେ ଅର୍ଚିତା ପ୍ରଥମ ଥର ପାଇଁ ନିଜ୍ସ ଶାଶୁ ଘରେ ରୋଷେଇ ସାଳ ରେ ପାଦ ଦେଇଛନ୍ତି |ଆପଣ ମାନଙ୍କ ଭାଷାରେ ଅର୍ଚିତା ପ୍ରଥମ ଥର ହାଣ୍ଡିଶାଳ ରେ ପାଦ ଦେଇଛନ୍ତି |ତେବେ ଏହାକୁ ନେଇ ଅର୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫଟୋ ଗୁଡିଏ ସେୟାର କରିଛନ୍ତି |ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ଅର୍ଚିତା ତାଙ୍କ ଶାଶୁ ଓ ନଣନ୍ଦ ମାନଙ୍କ ସହିତ ରୋଷେଇ ଘରେ ରୋଷେଇ କରୁଛନ୍ତି |ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ସେହି ଫଟୋ ଗୁଡିକ ଦେଖିପାରିବେ |

ଅର୍ଚିତା ରୋଷେଇ କରି ସାରିବା ପରେ ପରିବାର ଲୋକମାନଙ୍କ ସହ ମିଶି ଏକାଠି ଖାଇଛନ୍ତି ଓ ଖାଇ ସାରିବା ପରେ ଅର୍ଚିତା ଙ୍କର ଶାଶୁ ଅର୍ଚିତା ଙ୍କୁ ମଧ୍ୟ କିଛି ଉପହାର ଦେଇଛନ୍ତି |ଲଡୁ ଓ ମୁଦି ଅର୍ଚିତା ଙ୍କୁ ଦେଇଛନ୍ତି ତାଙ୍କ ଶାଶୁ |ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଙ୍କର ବିବାହ ପ୍ରାୟ ଆଠ ଦିନ ପୁରୀ ସରିଲାଣି |ତେବେ ପ୍ରଥମ ଥର ପାଇଁ ଅର୍ଚିତା ତାଙ୍କ ଶାଶୁଘର ରୋଷେଇ ସାଳ ରେ ନଜର ଆସିଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *