Breaking News

ଦେଖନ୍ତୁ ବିଶେଷ ଖବର – ମହାନଦୀ ବଞ୍ଚିବା ପାଇଁ କରୁଛି ସଙ୍ଘର୍ଷ ଯେଉଁଠି ଦିନେ ଅକାତ ଅକାତ୍ ପାଣି ଥିଲା ବର୍ତ୍ତମାନ ଏହା ମରଭୂମି ପାଲଟିଛି

ବିପଦ ଓଡ଼ିଶା ର ଲାଇଫ ଲାଇନ ଜୀବନ ଦେଉଥିବା ମହାନଦୀ ବର୍ତ୍ତମାନ ନିଜେ ଯେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ଏବେ ଅନମୌଶମୀ ରେ ଜିଇ ରହିବ ପାଇଁ କସରତ୍ କରୁଛି ମହାନଦୀ । ମହାନଦୀ ସର୍ବ ବୃହତ୍ତମ ନଦୀ ଓଡ଼ିଶା ର ଜୀବନ ରେଖା କୁହାଯାଉଥିବା ଏହି ମହାନଦୀ ଟି ଆଜି ଶୁଷ୍କ ପଡିଛି । ଦିନେ ବାଙ୍କୀ ମହାନଦୀ କୂଳ ରେ ବର୍ଶତମା ହସୁଥିଲା ଫସଲ ଏବଂ ମତ୍ସ୍ୟଜୀବୀ ଙ୍କ ଖୁସି କହିଲେ ନ ସରେ କିନ୍ତୁ ବର୍ତ୍ତମାନ ଏହା ସ୍ଵପ୍ନ ହୋଇଯାଇଛି । କଟକ ନରାଜ ମୁଣ୍ଡକୁ ଠାରୁ ୩୦ କି.ମି ପଶ୍ଚିମ ରେ ଥିବା ବାଙ୍କୀ ଏବଂ ବଡମ୍ବା ବାଟ ଦେଇ ଯାଇଥିବା ମହାନଦୀ ରେ ଦିନେ ଦଶ ଦଶ ମାସ ପାଣି ରହିଥିଲା କିନ୍ତୁ ୫ ବର୍ଷ ହେଲା ଶୁଷ୍କ ହୋଇଯାଉଛି ନଦୀ ବର୍ତ୍ତମାନ ଏହା ମରୁଭୂମି ପାଲଟିଛି ।

ବାଇଦେଶ୍ୱର୍ ରେ ନିର୍ମାଣ ଧିନ ମେଗା ଜଳ ସେଚନ ପ୍ରକଳ୍ପ ଅକାମୀ ହୋଇ ନଷ୍ଟ ହେବା କୁ ଲାଗିଲାଣି । ଚାଷୀ ମତ୍ସ୍ୟଜୀବି ସବୁକିଛି ପ୍ରଭାବିତ । ହଁ ବନ୍ଧୁ ସେତିକି ନୁହଁ ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ସାତକୋଶିଆ ଗଣ୍ଡ ରେ ୧୫୦ ଫୁଟ ପାଣି ରହୁଥିଲା । ଉପର ଗଡ ରେ ଛତିଶଗଡ ସରକାର ବେଆଇନ ଭାବେ ବ୍ୟରେଜ୍ ଖୋଲିବ ପରେ ଏହାର ସିଧା ସଳଖ ପ୍ରଭାବ ପଡ଼ିଛି ସାତକୋଶିଆ ଗଣ୍ଡ ଉପରେ । ଅନୁଗୁଳ ଜିଲ୍ଲା ଟିକରପଡା ର ସାତକୋଶିଆ ଯେଉଁ ଅକାତ୍ ଅକାତ୍ ପାଣି ଥିଲା ବର୍ତ୍ତମାନ ଆଉ ନାହିଁ ।

ଆଠମଲ୍ଲିକ ବିନିଗେଇ ନଦୀ ମଧ୍ୟ ଶୁଖିଲା ଯେଉଁଠାରେ କି ପାଣି କୂଳ ଲଂଘୁଥିବା ମହାନଦୀ ବର୍ତ୍ତମାନ ଗୋଟିଏ ଧାରା ରେ ରହୁଛି ସବୁ ଏଇ ଛତିଶଗଡ ପାଇଁ ମହାନଦୀ ର ଉପର ଗଡ ରେ ବ୍ୟାରେଜ୍ କରି ଛତିଶଗଡ଼ ପାଇଁ ଅଟକାଇଥିବାରୁ ଅନୁଗୁଳ ଜିଲ୍ଲା ରେ ପାଣି ର ସ୍ରୋତ କମିଯାଇଛି ଏବଂ ଶୀତ ସରୁ ସରୁ ପାଣି ମଧ୍ୟ ଶୁଖି ଯାଇଛି ।କେବଳ ଚାଷ ନୁହେଁ ଜୈବ ବିବିଧତା ଉପରେ ମଧ୍ୟ ପ୍ରଭାବ ପକେଇଛି ଏଠାରେ ବିଭିନ୍ନ ପ୍ରକାର ର କୁମ୍ଭୀର ଅଛନ୍ତି ଓ ବିଭିନ୍ନ ଜଳଚର ପ୍ରାଣୀ ମଧ୍ୟ ଅଛନ୍ତି । ପାଣି ର ଶ୍ରୋତ୍ କମିଗଲେ ସିଧା ସଳଖ ପ୍ରଭାବ ପକେଇଚି । ହଁ ବନ୍ଧୁ ନଦୀ ଅଛି ହେଲେ ପାଣି ନାହିଁ ସବୁଆଡେ ଖାଲି ବାଲି ବାଲି ।ଉପରଗଡ ବ୍ୟାରେଜ୍ ସେକାସେ ଯାହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଲାଏ ଡିଟେକସନ ଟେଷ୍ଟ ବେଲେ ପ୍ରଶ୍ନ ରେ ଘାଇଲା ହେଲେ ବିଦ୍ୟା ଓ କାନ୍ଦି କାନ୍ଦି ସବୁ ସତ କହିଲେ!

ଦର୍ଶକ ବନ୍ଧୁ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ରହସ୍ୟ କ୍ରାଇମବ୍ରାଞ୍ଚ ଖୋଜୁଥିବା ସମୟ ରେ , ବିଦ୍ୟାଭାରତି ଙ୍କୁ କ୍ରାଇମବ୍ରାଞ୍ଚ …

Leave a Reply

Your email address will not be published. Required fields are marked *