Breaking News

ସରୋଜ ଓ ପ୍ରମୋଦିନି ଙ୍କ ବାହାଘର ରେ ନଜର ଆସିଲେ Sidhanta Mama Mishra ସିଦ୍ଧାନ୍ତ ଓ ମାମା ମିଶ୍ର, କିଛି ଏମିତି କହିଲେ

ଆପଣ ମାନେ ସମସ୍ତେ ଜାଣିଥିବେ ଚର୍ଚ୍ଚିତ ଏସିଡ ପିଡିତା ପ୍ରମୋଦିନି ଙ୍କୁ ଆପଣ ମାନେ ଜାଣିଥିବେ ଏବେ ସରୋଜ ଓ ପ୍ରମୋଦିନି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ତାଙ୍କ ବାହାଘର ସରିଛି ତେବେ ତାଙ୍କ ରିସେପସନ ବିଷୟରେ ଜାଣିବା ତେବେ ଡେରି ନ କରି ଆସନ୍ତୁ ଜାଣିବା। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରମୋଦିନି ହେଉଛନ୍ତି ଜଣେଏ ସିଡପୀ  -ଡିତ ସେ ଦୀର୍ଘ 9 ବର୍ଷ ହେଲାଣି ଏହି ଯନ୍ତ୍ରଣା ରେ ଛଟ ପଟ ହେଉଥିଲେ।

ତେବେ ସରୋଜ ଜଣେ ଭଗବାନ ରୂପରେ ଆସି ପ୍ରମୋଦିନି ଙ୍କର ଜୀବନରେ ଖୁସିର ଲହରୀ ଭରି ଦେଇଛନ୍ତି।ତେବେ ଏହି କାର୍ଯ୍ୟ ପାଇଁ ଚାରି ଆଡୁ ସରୋଜ ଙ୍କୁ ପ୍ରଶଂସା ର ସୁଅ ଛୁଟିଛି।ଏନେଇ ଏହି ଦୁଇଜଣ ଙ୍କର ଦାମ୍ପତ୍ୟ ଜୀବନ କେମିତି ସୁଖ ମୟ ହେବ ସେ ନେଇ ସମସ୍ତେ ପ୍ରଭୁ ଙ୍କର ପାଖରେ ପାର୍ଥନା କରିଛନ୍ତି।ସରୋଜ ଙ୍କୁ ସବୁଆଡୁ ପ୍ରଶଂସା ର ସୁଅ ଛୁଟିଛି।

ଆପଣ ମାନେ ସମସ୍ତେ ଜାଣିଥିବେ ସବ୍ୟ ଆଉ ଅର୍ଚ୍ଚିତା ଯେଉଁଦିନ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ସେହି ଦିନ ହିଁ ସରୋଜ ଆଉ ପ୍ରମୋଦିନି ବିବାହ କରିଥିଲେ।ତେବେ ତାଙ୍କ ରିସେପସନ କାଲି ହୋଇଥିଲା ଓ ତାଙ୍କର ଏହି ରେସେପସନ ବହୁ ନେତା ମନ୍ତ୍ରୀ ମାନେ ଯୋଗ ଦେଇଥିଲେ।ଓ ବହୁତ ଓଲିଉଡ ଷ୍ଟାର ମାନଙ୍କୁ ଦେଖିବାକୁ ମିଳିଥିଲା।ଓଡ଼ିଆ ର ସୁପର ଷ୍ଟାର ସିଦ୍ଧାନ୍ତ ମଧ୍ୟ ଆସିଥିଲେ।

ସିଦ୍ଧାନ୍ତ ଏହି ଦୁଇଜଣଙ୍କୁ ଫୁଲ ତୋଡା ଦେବା ସହ ଶୁଭକାମନା ଜଣାଇ ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେଉ ଆଶ୍ରିବାଦ ମଧ୍ୟ ଦେଇଥିଲେ । ଏହି ଅବସର ରେ ଉସଶ୍ରୀ ମିଶ୍ର ମଧ୍ୟ ସରୋଜ ପ୍ରମୋଦିନି ଙ୍କୁ ଆଶ୍ରିବାଦ ଓ ଶୁଭ କାମନା ଦେଇଥିଲେ ଓ ବହୁତ ବଡ଼ ବଡ଼ ଲୋକଙ୍କୁ ଏହି ରିସେପସନ ପାର୍ଟି ରେ ଦେଖିବାକୁ ମିଳିଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *