Breaking News

ଭିଡିଓ ଦେଖନ୍ତୁ – ନବବିବାହିତା ଅଭିନେତ୍ରୀ (Archita) ଅର୍ଚ୍ଚିତା ତାଙ୍କ ଶାଶୁ ଘରେ କେମିତି ଅଛନ୍ତି

ଆଜି ଆମେ ଜାଣିବା ଅଲିଉଡ ଚଳଚ୍ଚିତ୍ର ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ । ହଁ ବନ୍ଧୁ ବର୍ତ୍ତମାନ ଅର୍ଚ୍ଚିତା ତାଙ୍କ ଶାଶୁଘରେ କଣ କରୁଛନ୍ତି ଓ ସେ କିଭଳି ତାଙ୍କ ଶାଶୁ ଶଶୁର ଙ୍କ କେମିତି ସେବା କରୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କାଲି ସବ୍ୟ ଏବଂ ଅର୍ଚ୍ଚିତା ଓଡ଼ିଶା କୁ ଫେରିଛନ୍ତି । ଆସନ୍ତୁ ଦେଖିବା ଅର୍ଚ୍ଚିତା ତାଙ୍କ ଶାଶୁ ଘରେ କେମିତି ରହୁଛନ୍ତି ।

ଗତ ସୋମବାର ଦିନ ଓଡ଼ିଆ ଚଳଚ୍ଚିତ୍ର ର ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ବିବାହ କରିଥିଲେ ଓ ତା ପରେ ଓଡ଼ିଶା ଆସି ଭୁବନେଶ୍ୱର ରେ ପହଞ୍ଚିଛନ୍ତି । ଆପଣ ମାନେ ଜାଣିଥିବେ ସବ୍ୟ ଏବଂ ଅର୍ଚ୍ଚିତା ଦୀର୍ଘ ପାଞ୍ଚ ବର୍ଷ ହେଲା ପରସ୍ପର କୁ ଭଲପାଉଥିଲେ । ଗତ ସୋମବାର ଦିନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ରାଜସ୍ଥାନ ରେ ବିବାହ କରିଥିଲେ । ସବ୍ୟସାଚୀ ପରିବାର ଉପସ୍ଥିତି ସହ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ହୋଇଛି ।

ଯାହା ସୂଚନା ମିଳିଛି ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ବାହାଘର ରିସେପେଶନ ଆସନ୍ତା ବୁଧବାର ଦିନ ଭୁବନେଶ୍ଵର ଠାରେ କରିବେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି ।

ଗତ କାଲି ଓଡ଼ିଶା ଫେରିବା ପରେ ଅର୍ଚ୍ଚିତା ଙ୍କ ପ୍ରଥମ ଦିନ ଟି କେମିତି କଟିଲା ଆସନ୍ତୁ ଜାଣିବା । ଅର୍ଚ୍ଚିତା କାଲି ତାଙ୍କ ଶାଶୁଘର ବା ସବ୍ୟ ଘର କୁ ପ୍ରଥମେ ଗଲା ପରେ ତାଙ୍କ ଶାଶୁ ଫୁଲ ଚନ୍ଦନ ଦେଇ ଘର କୁ ପାଛୋଟି ଆଣିଥିଲେ । ବର୍ତ୍ତମାନ ସେ ଖୁସି ରେ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *