Breaking News

ଦେଖନ୍ତୁ ଭିଡିଓ ସବ୍ୟ ଓ ଅର୍ଚିତା ଙ୍କ ମଧ୍ୟରୁ କିଏ କରିଥିଲେ ପ୍ରଥମେ ପ୍ରପୋଜ ….

ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତର ଫେମସ ଅଭିନେତା ସବ୍ୟସାଚୀ ଓ ଫେମସ ଅଭିନେତ୍ରୀ ଅର୍ଚିତା ଆପଣ ମାନେ ସମସ୍ତେ ଜାଣିଥିବେ ଏହି ଦୁଇଜଣ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଙ୍କର ଯୋଡି ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି |ତେବେ ଏହି ଦୁଇଜଣ ଏବେ ଓଡିଶା ଫେରିଛନ୍ତି |ତେବେ ଏହି ଦୁଇଜଣ ଓଡିଶା ରେ ପହଞ୍ଚିବା ମାତ୍ରେ ସାମ୍ବାଦିକ ମାନେ ତାଙ୍କୁ କେତେ ଗୁଡିଏ ପ୍ରଶ୍ନ କରିଛନ୍ତି ତେବ ଆସନ୍ତୁ ଜାଣିବା କଣ ସବୁ ପଚାରି କହନ୍ତି ସବ୍ୟ ଆଉ ଅର୍ଚିତା ଙ୍କୁ |

ସବ୍ୟସାଚୀ କହିଛନ୍ତି ବହୁତ ଖୁସିର ସହ ଆମେ ଦୁଇଜଣ ଓଡିଶା ମାଟିରେ ପାଦ ରଖିଛୁ |ସବ୍ୟ କହୁଛନ୍ତି ଯେତେବେଳେ ଆମେ ଆମର ବିବାହ ନ୍ଯୁଜ ଟିକୁ ସୋସିଆଲ ମିଡିଆ ରେ ଜଣାଇଥିଲୁ ସାରା ଓଡିଶାରୁ ହଜାର ହଜାର ଲୋକଙ୍କର ଯେଉଁ ଭଲ ପାଇବା ଓ ଯେଉଁ ପ୍ରକାର ଆଶୀର୍ବାଦ ର ସୁଅ ଛୁଟି ଥିଲା ସେଟା ଆମକୁ ବହୁତ ମାତ୍ରାରେ ଭାବ ବିହ୍ଵଳ କରିଦେଇଥିଲା |ସେ କହିଛନ୍ତି ଚିର ଋଣି ସେହି ଦର୍ଶକ ମାନଙ୍କ ପାଖରେ ଆଉ ଓଡିଶା ବସି ଙ୍କ ପାଖରେ |

ସେମାନେ ଆମର ଏହି ନୂଆ ଜୀବନକୁ ଆରମ୍ଭ କରିବା ପାଇଁ ଆଶୀର୍ବାଦ କରିଛନ୍ତି ତେଣୁ ଆମେ ସେମାନଙ୍କ ପାଖରେ ଚିର ଋଣି |ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି |ସବ୍ୟ କହିଛନ୍ତି ଆମର ବାହାଘର 2020 ମାର୍ଚ ମାସରେ ହେବାର ଥିଲା ହେଲେ କୋରୋନା ପାଇଁ ଘୁନ୍ଚି ଯାଇଥିଲା | ସବ୍ୟ ଙ୍କୁ ସାମ୍ବାଦିକ ମାନେ ପଚାରିଥିଲେ ଓଡିଶାରେ କଣ ପାଇଁ ବିବାହ କଲ ନାହି ଏହାର ଉତ୍ତର ରେ ସବ୍ୟ କହିଥିଲେ ଆମେ ଯଦି ଓଡିଶାରେ ବିବାହ କରିଥାନ୍ତୁ ତେବେ ଗୋଟିଏ ଭୟ ଥିଲା କି ଫ୍ୟାନ ମାନଙ୍କର ସୁଅ ଛୁଟି ଥାନ୍ତା ଓ ବହୁତ ଗହଳି ହୋଇଥାନ୍ତା |

ତେଣୁକରି ଆମ ଦୁଇ ପରିବାର କଥା ହୋଇ ରାଜସ୍ଥାନ ଯାଇ ବିବାହ କରିଥିଲୁ |ଆହୁରି ମଧ୍ୟ ସମାଦିକ ମାନେ ତାଙ୍କୁ ପଚାରିଥିଲେ ତୁମ ଦୁଇଜଣଙ୍କ ମଧ୍ୟରୁ ପ୍ରଥମେ କିଏ ପ୍ରପୋଜ କରିଥିଲେ ଓ ସବ୍ୟ ହସି ହସି କହିଥିଲେ କି ଅର୍ଚିତା ପ୍ରଥମେ ପ୍ରପୋଜ କରିଥିଲେ | ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *