Breaking News

ଓଡିଶା ଲୋକପ୍ରିୟ କଳାକାର ଯୋଡି ସୁଭାଶିଷ ଓ ଅନିଶା (Subhasisi Anisa) ବାପା ମା ହେବାକୁ ଯାଉଛନ୍ତି ସୋସିଆଲ ମିଡିଆରେ ଫଟୋ ସେୟାର କରିଲେ

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ସୁବାସିସ ଙ୍କୁ ନିଶ୍ଚୟ ଜାଣିଥିବେ |ତେବେ ବନ୍ଧୁଗଣ ଲୋକପ୍ରିୟ ଅଭିନେତ୍ରୀ ଆନିଶା ଙ୍କୁ ନିଶ୍ଚୟ ଜାଣିଥିବେ ତେବେ ଲୋକମାନେ ଏହି ଦୁଇ ଯୋଡି ଙ୍କୁ ଖୁବ ପସନ୍ଦ କରନ୍ତି |ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ସେଥିପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରି ପାରିଛନ୍ତି |


ସୁବାସିସ ଓ ଆନିଶା ଦୁଇଜଣ ଯାକ ଶୁଟିଙ୍ଗ ସେଟ ରୁ ଭଲ ପାଇବସିଥିଲେ ଯାହା ସିଏ ତିନି ବର୍ଷ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି |ବାହାଘର ପରେ ଦୁଇଜଣ ଯାକ ବହୁତ ଖୁସିରେ ମଧ୍ୟ ଅଛନ୍ତି |ଏହି ଦୁଇଜଣ ଯାକ ବହୁତ ସାରା ସିନେମା ଓ ବହୁତ ସାରା ଲୋକପ୍ରିୟ ଧାରାବାହିକ ରେ ନଜର ଆସିଛନ୍ତି ସୁବାସିସ ଓ ଆନିଶା |

ତେବେ ବନ୍ଧୁଗଣ ସୁବାସିସ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ସେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |ଆନିଶା ମଧ୍ୟ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ସେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତେବେ ବନ୍ଧୁଗଣ ଏହି ଅଭିନୟ କରୁ କରୁ ଏହି ଦୁଇଜଣଙ୍କ ପ୍ରେମ ଗଢି ଉଠିଥିଲା ଓ ପରେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ |


ତେବେ ବନ୍ଧୁଗଣ ଆପଣ ମାନେ ସୁବାସିସ ଙ୍କୁ ବର୍ତମାନ ହେ ପ୍ରଭୁ ସିରିଏଲ ରେ ନିଶ୍ଚୟ ଦେଖିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ |ତେବେ ବନ୍ଧୁଗଣ ଏହି ଦୁଇଜଣ ଙ୍କୁ ନେଇ ଆସିଛି ଗୋଟିଏ ଖୁସି ଖବର |ଯାହାକି ଆନିଶା ଏବେ ମା ହେବାକୁ ଯାଉଛନ୍ତି |ଏବେ ଖବର ଟି ଅନିଶା ନିଜେ ତାଙ୍କର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି କି ସେ ମା ହେବାକୁ ଯାଉଛନ୍ତି |ତେବେ ବନ୍ଧୁଗଣ ଏହି ଖବର ଶୁଣି ତାଙ୍କ ପରିବାର ରେ ଖୁଶିର ଲହରୀ ଖେଳି ଯାଇଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *