Breaking News

ଦେଖନ୍ତୁ ଭିଡିଓ – ସବ୍ୟସଚୀ ଅର୍ଚ୍ଚିତା (Sabaysachi Archita) ପ୍ରଥମ ଥର ପାଇଁ ମିଡିଆ ଆଗକୁ ଆସିଲେ, ସବ୍ୟ ଅର୍ଚିତାଙ୍କୁ ଏମିତି କିଛି କାରଣ ପାଇଁ ଶପଥ କରାଇଲେ

ଆପଣ ମାନେ ସମସ୍ତେ ଜାଣିଥିବେ ମାର୍ଚ୍ଚ 1 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଲିଉଡ ଜଗତର ଲୋକପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା।ଏହି ଦୁଇଜଣ ରାଜସ୍ଥାନ ରେ ଯାଇ ରାଜକୀୟ ଢଙ୍ଗ ରେ ବିବାହ କରିଛନ୍ତି।ଓଲିଉଡ ଜଗତରେ ଏହି ଯୋଡି ଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି।କିନ୍ତୁ ଏବେ ବାସ୍ତବିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ହୋଇଛନ୍ତି ଏହି ଦୁଇଜଣ।ତେବେ ଏହି ଦୁଇଜଣ ତାଙ୍କ ବିବାହ ବିଷୟରେ କିଛି ସୂଚନା ଦେଇନଥିଲେ ହଠାତ ଏହି ଦୁଇଜଣ ତାଙ୍କ ହଳଦୀ ରେଶମ ର ଫଟ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥିଲେ ଯାହା କି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଦୁଇଜଣ ଓଡିଶା ବାହାରେ ଯାଇ ରାଜସ୍ଥାନ ରେ ଯାଇ ବିବାହ କରିଥିଲେ।ଓ ତାଙ୍କ ବିବାହ ବେଳର ବହୁତ ଗୁଡିଏ ଫଟ ସୋସିଆଲ ମିଡ଼ିଆ ରେ ସେୟାର ମଧ୍ୟ କରିଛନ୍ତି।ତେବେ ରାଜସ୍ଥାନ ରେ ତାଙ୍କ ପରିବାର ଓ ତାଙ୍କର କିଛି ଅତିଥି ଙ୍କୁ ନେଇ ବିବାହ କରିଥିଲେ।ବିବାହ ସରିବା ପରେ ଏହି ଦୁଇଜଣ ରାଜସ୍ଥାନ ର କିଛି ଜାଗା ବୁଲିଥିଲେ। ଓ ବର୍ତ୍ତମାନ ଏହି ଦୁଇଜଣ ତାଙ୍କ ପରିବାର ଲୋକଙ୍କ ସହ ଓଡିଶା ଫେରିଛନ୍ତି।

ତେବେ ବିବାହ ପରେ ଏହି ଦୁଇଜଣ ପ୍ରଥମ ଥର ମିଡ଼ିଆ ସାମ୍ନା କୁ ଆସିଛନ୍ତି।ଓ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କହିଛନ୍ତି।ତେବେ ମିଡ଼ିଆ ଵାଲା ଅର୍ଚ୍ଚିତା ଙ୍କୁ ପଚାରିଥିଲେ ଏହି ପ୍ରେମ କେବେଠୁ ଆରମ୍ଭ ହୋଇଥିଲା ତେବେ ଏହାର ଉତ୍ତର ରେ ଅର୍ଚ୍ଚିତା କହିଥିଲେ କେବେ ଏହି ପ୍ରେମ ହୋଇଛି ମୁଁ ନିଜେ ବି ଜାଣିନି।କେତେବେଳେ ସବ୍ୟ ଙ୍କ ପାଇଁ ମୋ ମନରେ ପ୍ରେମ ଆସିଥିଲା ମୁଁ ନିଜେ ବି ଜାଣିନି।

ତେବେ ଏହାପରେ ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ କରିଥିଲେ ତୁମ ଭିତରୁ ପ୍ରପୋଜ କିଏ ପ୍ରଥମେ କରିଥିଲେ। ଆଉ ସେତେବଳେ ସବ୍ୟ ହସି ହସି ଅର୍ଚ୍ଚିତା ଙ୍କ ଆଡକୁ ଇସାରା କରିଥିଲେ।ଓ ଅର୍ଚ୍ଚିତା ପ୍ରଥମେ ପ୍ରପୋଜ କରିଥିଲେ ବୋଲି ସବ୍ୟ କହିଥିଲେ।ତେବେ ଏହି ଦୁଇଜଣ ବିବାହ ପରେ ଖୁବ ଖୁସି ଥିବା ଦେଖିବାକୁ ମିଳିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *