Breaking News

ବଡ ଖବର – ଅନୁଭବ ବର୍ଷା ବିବାଦ, ଦିଲ୍ଲୀରେ ନୁହେଁ କଟକ କୋର୍ଟ ରେ ହେବ ଶୁଣାଣି, ଜାଣନ୍ତୁ ପୁରା ଘଟଣା କଣ ଥିଲା

ଅନୁଭବ ଏବଂ ବର୍ଷା ଙ୍କ ଶୁଣାଣି ଦିଲ୍ଲୀ ରେ ନୁହେଁ କଟକ ରେ ହବ ଶୁଣାଣି ଅନୁଭବ ଏବଂ ବର୍ଷା ଙ୍କ ପାରିବାରିକ ବିବାଦ ର ଶୁଣାଣି କଟକ ରେ ହବ । କଟକ ର ଫାମିଲୀ କୋର୍ଟ କୁ ମାମଲା ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ପଟିଆଲା ହାଉସ ରେ ନୁହେଁ କଟକ ଫାମିଲି କୋର୍ଟ ରେ ହବ ଶୁଣାଣି । ଆଜି ର ଏହି ଶୁଣାଣି ପରେ ବର୍ଷା ଙ୍କ ଓକିଲ କ୍ରିଷ୍ଣା କୁମାର ଏହି ସୂଚନା ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଖବର ଯେ ଦିଲ୍ଲୀରେ ନୁହେଁ କଟକ ରେ ହବ ଶୁଣାଣି ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ଶୁଣାଣି କଟକ ଫାମିଲି କୋର୍ଟ କୁ ସ୍ଥାନାନ୍ତରିତ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଙ୍କ ତରଫ ରୁ ଏବଂ ଅନୁଭବ ଙ୍କ ତରଫ ରୁ ଯେଉଁ ପେଟିସନ୍ ହୋଇଥିଲା ନୂଆ ଦିଲ୍ଲୀ ରେ ତାକୁ ବର୍ତ୍ତମାନ କିଭଳି ଯେ ବର୍ଷା କହୁଥିଲେ ଯେ ଦାବି ରଖୁଥିଲେ ଯେ କଟକ ରେ ନିଜର ମାମଲା ଚାଲୁ ଏଥିପାଇଁ ସେ ଆବେଦନ କରିଥିଲେ ।

ଆଜି ସୁପ୍ରିକୋର୍ଟ ଏହାର ଶୁଣାଣି କରିଛି ଯେ କଟକ ରେ ହିଁ ଏହାର ଶୁଣାଣି ହବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହଁ ବନ୍ଧୁ ବର୍ଷା ଙ୍କ ଓକିଲ କହିଥିଲେ ଯେ ଜଣେ ମହିଳା ବାରମ୍ବାର ଆସିପାରିବନି ଦିଲ୍ଲୀ ଏହା କହି ଜଷ୍ଟିସ ସୁରେକାନ୍ତ୍ ଙ୍କୁ କହିଥିଲେ ଯେ କଟକ ର ଫାମିଲି କୋର୍ଟ ରେ ହବ ଶୁଣାଣି ବୋଲି । ଉଭୟ ଯେଉଁ ପେଟିସନ୍ ଦେଇଥିଲେ । ବର୍ଷା ଙ୍କ ପେଟିସନ୍ ଅନୁଯାୟୀ କଟକ ରେ ହବ ପାରିବାରିକ ବିବାଦ ର ଶୁଣାଣି । ଯେହେତୁ ଅନୁଭବ ବର୍ତ୍ତମାନ ଦିଲ୍ଲୀ ରେ ରହୁଛନ୍ତି ସେଥିପାଇଁ ତାଙ୍କ ପେଟିସନ ଦେଇଥିଲେ ଯେ ଦିଲ୍ଲୀ ରେ ହବା ଶୁଣାଣି ବୋଲି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି 6ଟି କଥାକୁ ଲିପି (Lipi) ନିଜ ଫ୍ୟାନ ମାନଙ୍କ ଠାରୁ ଲୁଚେଇ ରଖିଥିଲେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ଲିପି ଙ୍କୁ …

Leave a Reply

Your email address will not be published. Required fields are marked *