Breaking News

ଦେଖନ୍ତୁ ଭିଡିଓ – କିପରି ସବ୍ୟସଚୀ-ଅର୍ଚ୍ଚିତା (Sabyasachi-Archita) ଚତୁର୍ଥୀ ପିଣ୍ଡ ପକାଇଲେ

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଫେମସ ହିରୋ ସବ୍ୟସାଚୀ ଓ ଫେମସ ହିରୋଇନ ଆର୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ ଏବେ ଏହି ଦୁଇଜଣ ଜାକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ତେବେ ସେ ଗଲା 1 ତାରିଖରେ ବିବାହ କରିଥିଲେ ରାଜସ୍ଥାନ ରେ ଯାଇ ଏହି ଦୁଇଜଣ ଯାକ ବିବାହ କରିଛନ୍ତି |

ରାଜସ୍ଥାନ ରେ ବଡ ଧୂମ ଧାମ ରେ ନିଜର ରେସେପ୍ସନ ପାର୍ଟି ସାରିଦେଇଛନ୍ତି ସବ୍ୟସାଚୀ ଓ ଆର୍ଚିତା |ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ହେଉଛନ୍ତି ଓଲିଉଡ ଜଗତର ଦୁଇ ଲୋକପ୍ରିୟ ଯୋଡି |ତେବେ ରେସେପ୍ସନ ପୂର୍ବରୁ ଏହି ଦୁଇଜଣ ଚତୁର୍ଥୀ ପିଣ୍ଡ ଦାନ କରିଛନ୍ତି ସବ୍ୟସାଚୀ ଓ ଆର୍ଚିତା |ଏହି ଦୁଇଜଣ ବାହାରେ ବିବାହ କରିଥିଲେ ମଧ୍ୟ ଓଡିଶାର ରୀତି ନୀତି କୁ ବେସ ଭଲ ଭାବରେ ପାଳନ କରିଛନ୍ତି |ତେବେ ଆପଣ ମାନେ ଜାଣିଥିବେ ସବ୍ୟସାଚୀ ଓ ଅର୍ଚିତା ମାର୍ଚ 1 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ |ପରେ କଲି ସନ୍ଧ୍ଯା ରେ ନିଜର ରେଶପ୍ସନ ରାଜସ୍ଥାନ ର ଗୋଟିଏ ବିଳାସ ମାୟ ସ୍ଥାନ ରେ କରିଥିଲେ |

ଏହି ରେସେପ୍ସନ ରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ |ତେବେ ଏହି ଦୁଇଜଣ କେବେ ଓଡିଶା ଫେରୁଛନ୍ତି ସେ ନେଇ କୌଣସି ସୂଚନା ଦେଇନାହାନ୍ତି |ତେବେ ଏହି ରେଶପ୍ସନ ଟି ଧୂମ ଧାମ ରେ ପାଳନ ହୋଇଛି |ତେବେ ଏହି ରେଶପ୍ସନ ରେ ସବ୍ୟ ଆଉ ଅର୍ଚିତା ନାଚୁଥିବାର ଫଟ ଗୁଡିଏ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି |

ତେବେ ଏହି ରେଶପ୍ସନ ଫଟୋ ରୁ ଯାହା ଜଣା ପଡୁଛି ଏହି ଦୁଇଜଣ ବହୁତ ଖୁସି ରେ ଅଛନ୍ତି |ତେବେ ଏହି ରେଶପ୍ସନ ର ସଜ ବାଜ ରୁ ଯାହା ଜଣାପଡୁଛି ଗ୍ରାଣ୍ଡ ରୂପେ ପାଳନ କରାଯାଇଛି |ଓ ତାଙ୍କ ଦୁଇଜଣ ଙ୍କ ପରିବାର ସଦସ୍ୟ ଏଠି ଉପସ୍ଥିତ ଥିଲେ | ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *