ଧାରା ପଡିଗଲା ଶ୍ଵଶୁର ବୋହୁ ଖେଳ ବୋହୂକୁ ବାହାହେଲା ରସିକିଆ ଶ୍ଵଶୁର ବନ୍ଧୁଗଣ ବାପ ବୟସର ଶଶୁର କୁ ବିବାହ କଲେ 25 ବର୍ଷୀୟ ବୋହୂ ଦୁନିଆ ଯାହା କହୁଛି ନିଜେ ନିଜର ପାପ କାମ କରିବାକୁ ଭୁଲୁ ନାହାନ୍ତି ଏମିତି ଏକ ଘଟଣା ଯାହାକୁ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଶଶୁର ବୋହୂ ସମ୍ପର୍କରେ ଲାଗିଲା କଳଙ୍କ ଲୁଚା ଛପା ନୁହେଁ ପୁରା ଖୁଲମ ଖୁଲା ବିବାହ କରିଲେ ଶଶୁର ବୋହୁ ସୁନ୍ଦରିଆ ବୋହୂ କୁ ଘରେ ଦେଖି ଶଶୁର ମନ ମାନିଲା ନାହିଁ ଯାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି |
ସେଥି ପାଇଁ ବେଶକୁ ଗୁଳି ମାରି ବୋଉକୁ ନିଜ ପ୍ରେମ ଜାଲରେ ପକାଇଲା ଶଶୁର ବହୂ ମଧ୍ୟ ଶଶୂର ଟଙ୍କା ଦେଖି ମନ ଦେଇଦେଲା ଧୀରେ ଧୀରେ ପ୍ରେମ ହେଲା ଘରେ ରୋମାନ୍ସ କରୁଥିଲେ କିନ୍ତୁ ଏବେ ଖୁଲମ ଖୁଲା କରିବେ ଆଉ ଦୁହେଁ କହିଲେ ଆମ ଇଜତ ଆମ ଘରେ ରହୁ ବୋହୁ ଯାହା କରିଲା ଇଜତକୁ ନିଜ ମାଟିରେ ମିଶାଇଲା ତଥାପି ଦୁହିଁ ଙ୍କ ମୁହଁକୁ ଲାଜ ନାହିଁ ଶଶୁରକୁ ବାପ ସନମାନ ଦେବା ବଦଳରେ ବୋହୂ ହେଲା ସ୍ତ୍ରୀ |
ତାଙ୍କର ଆଗକୁ କି ପଛକୁ କେହି ନାହାନ୍ତି ସେ ଶଶୁର କୁ ବିବାହ କରିଦେଲେ ବୋହୂ ଚାହିଁ ଥିଲେ ଆଉ କାହାକୁ ବିବାହ ହୋଇ ପାରିଥାନ୍ତା ହେଲେ ବୁଢା ଶସୁରକୁ ମନ ଦେଇଦେଲା | ଏଥିରୁ ଲାଗୁଛି ବୋହୁ ଶଶୁର ସମ୍ପତି ଦେଖି ଶଶୁର କୁ ବିବାହ କରିଦେଲା ଏମିତି ଯଦି ବାହା ହେବାକଳୁ ମନ ଥିଲା ତେବେ ଶଶୁର କୁ କହି ବୋହୂ ବାର ଖୋଜି ପାରିଥାନ୍ତା ଆଉ କାହାକୁ ବାହା ହୋଇ ସୁଖ ଶାନ୍ତିରେ ରହି ପାରିଥାନ୍ତା ବୋହୂ କିନ୍ତୁ ଏମିତି କିଛି ହେଲା ନାହିଁ ଏଇ କି ଯୁଗ ହେଲା ବାପ ବୟସର ଶସୁରକୁ ବାହାହେଲା 25 ବର୍ଷିହ ବୋହୂ |
ସମ୍ପକରେ ଏଇ ହେଉଛନ୍ତି ଶଶୁର ବୋହୂ ପୁଅ ଆର ପାରିକୁ ଚାଲି ଯିବା ପରେ 45 ବର୍ଷିଆ ଶ୍ଵଶୁର କୁ ଝିଅର ପରିଚୟ ଦେବା ବଦଳରେ ସ୍ୱାମୀ ଅଧିକାର ଦେଇଛନ୍ତି ବୋହୂ କୁ ଝିଅ କରି ରଖିବା ବଦଳରେ ନିଜେ ବିବାହ କରିଛି ଶଶୁର ଦୁହିଁଙ୍କ କହିବା ଅନୁଯାଇ ପରସ୍ପର ସହ ମତିରେ ବିବାହ କରିଛନ୍ତି ଏଥିରେ କୌଣସି ଅସୁବିଦା ନାହିଁ ଶଶୁର କହିଛନ୍ତି ତାଙ୍କ ପୁଅ ଗଲା ପରେ ମୋର କେହି ନାହାନ୍ତି ଅନ୍ୟ ପାକଯରେ ବୋହୁ କହିଛି ସ୍ୱାମୀ ଯିବା ପରେ ଟଙ୍କାରେ ମଧ୍ୟ କେହି ନାହାନ୍ତି ତେବେ ଦୁହେଁ ଦୁହିଁଙ୍କର ସାହାର ହେବା ପାଇଁ ନିଷ୍ପତି ନେଇଛନ୍ତି |