Breaking News

ଭିଡିଓ ଦେଖନ୍ତୁ – ସବ୍ୟସଚୀ ଅର୍ଚ୍ଚିତା (Sabyasachi Archita) ବାହାଘର ରିସେପସନ ପାର୍ଟିରେ ଜବରଦସ୍ତ ଡ୍ୟାନ୍ସ କରିଲେ

ଅତି ନିକଟ ରେ ଶରିଯାଇଛି ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ଙ୍କ ବିବାହ ଘର । ରାଜସ୍ଥାନ ର ର ନୀତି ରୀତି ନିୟମ ରେ ବିବାହ ଘର ହୋଇଛି ।ହଁ ବନ୍ଧୁ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ରାଜକୀୟ ଢଙ୍ଗ ରେ ହୋଇଛି ଏଥିରେ ସବ୍ୟ ସଚ୍ଚି ଘୋଡ଼ା ଉପରେ ବସି ଆସିଛନ୍ତି ଅର୍ଚ୍ଚିତା ଙ୍କୁ ବିବାହ କରିବା ପାଇଁ । ତାଙ୍କର ଏହି ବିବାହ ରେ ସବ୍ୟ ଙ୍କ ପରିବାର ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତ ଥିଲେ । ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ଘର ର ଫଟୋ ରେ ଅଭିନେତା ସବ୍ୟସାଚୀ ଙ୍କୁ ବର ବେଶ ରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବଧୂ ବେଶ୍ ରେ ଦେଖିବାକୁ ମିଳିଛି ।

ପୂର୍ବ ରୁ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ହଳଦୀ ସେରିମନି ଫଟୋ ମଧ୍ୟ ନଜର କୁ ଆସିଥିଲା । ସବ୍ୟ ଏବଂ ଅର୍ଚ୍ଚିତା ଏହି ଦୁଇ ଜଣ ଙ୍କ ଯୋଡ଼ି ଚର୍ଚ୍ଚା ରେ ଏହି ଦୁଇ ଙ୍କୁ ଦର୍ଶକ ମାନ ପସନ୍ଦ କରିଥାନ୍ତି । କ୍ଷଣି ଙ୍କ ଭିତ ରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନ ରେ ଉଭୟ ଆବଦ୍ଧ ହୋଇଛନ୍ତି ।ବିବାହ ପରେ ଉଭୟ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ମଧ୍ୟ ମିଳୁଛି । ଅଭିନେତା ସବ୍ୟସାଚୀ ୨୦୦୭ ରୁ ପାଗଳ ପ୍ରେମୀ ଚଳଚ୍ଚିତ୍ର ରେ ମାଧ୍ୟମ ଉଳୀଉଡ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ ରେ ଓ ମାଇଁ ଲଭ୍ ରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ ।

ସବ୍ୟସାଚୀ ଏଯାବତ୍ ୩୭ ରୁ ଉର୍ଦ୍ଧ ଫିଲ୍ମ୍ ରେ ଅଭିନୟ କରିଥିବା ବେଳେ ଅର୍ଚ୍ଚିତା ୪୦ ରୁ ଅଧିକ ଫିଲ୍ମ୍ ରେ ଅଭିନୟ କରିଛନ୍ତି । ଦୁହିଁ ଙ୍କ ମଧ୍ୟ ରେ ସପନ ର ସୌଦାଗର ଚଳଚ୍ଚିତ୍ର ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ ରେ ମୁକ୍ତି ଲାଭକରିବ ପରେ ଏହି ଯୋଡ଼ି କୁ ଦର୍ଶକ ଅଧିକ ପସନ୍ଦ କରିବାକୁ ଲାଗୁଥିଲେ । କରୋନା ସମୟ ରେ ସବ୍ୟ ନିଆରା ଅବଦାନ କେବଳ ଓଡ଼ିଶା ନୁହେଁ ସାରା ଭାରତ ମଧ୍ୟ ବେଶ୍ ପ୍ରଶଂସା ମିଳିଛି । ଏବେ ଏହି ଯୋଡ଼ି ରାଜସ୍ଥାନ ରୁ ଫେରୁଥିବା ପରେ ଏଠାରେ ଅତିଥି ମାନ ଙ୍କୁ ନେଇ ଭୋଜି ର ଆୟୋଜନ କରାଯିବ ବୋଲି ସେମାନ ଙ୍କ ପରିବାର ପକ୍ଷ ରୁ କୁହାଯାଇଛି । ହଁ ବନ୍ଧୁ ତାଙ୍କ ରିସେପେସନ୍ କୁ ଏହି ବଡ଼ ଆକଟର ମାନେ ଆସୁଛନ । ଯଥା ଅନୁଭବ, ବର୍ଷା, ସିଦ୍ଧାନ୍ତ,ରଚନା,ବାବୁଶାନ୍, ଅପରାଜିତା ଇତ୍ୟାଦି ଛୋଟ କଳାକାର ଏବଂ ବଡ଼ କଳାକାର ମାନଙ୍କୁ ନିମନ୍ତ୍ରଣ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.