Breaking News

ଭିଡିଓ ଦେଖନ୍ତୁ – ସିରିଏଲ ଶୁଟିଙ୍ଗ ସେଟରେ ସିଦ୍ଧାନ୍ତ ମହାପାତ୍ର(Sidhant mohapatra) କିପରି ସୁପ୍ରିୟଙ୍କ ସହ ମସ୍ତି କରୁଛନ୍ତି

ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ନିଶ୍ଚୟ ଜାଣିଥିବେ |ସିଦ୍ଧାନ୍ତ ହେଉଛନ୍ତି ଆମ ଓଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତା ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଗୁଡିଏ ସୁନାମ ଅର୍ଜନ କରିଛନ୍ତି |ଆମେ ଆଜି ଆପଣ ମାନଙ୍କୁ ଗୋଟିଏ ଭିଡିଓ ଦେଖେଇବୁ ଯେଉଁଥିରେ ସିଦ୍ଧାନ୍ତ ସୁପ୍ରିୟା ଙ୍କ ସହ ଖୁବ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି |ତେବେ ବଧୁଗଣ ଆସନ୍ତୁ ଡେରି ନ କରି ଜାଣିବା କେଉଁଠି ସିଦ୍ଧାନ୍ତ ସୁପ୍ରିୟା ଙ୍କ ସହ ମଜା ମସ୍ତି କରୁଛନ୍ତି |

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ସୁପ୍ରିୟା ଙ୍କୁ ନିଶ୍ଚୟ ଜାଣିଥିବେ ତେବେ ସୁପ୍ରିୟା ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତେବେ ଏହି ଭିଡିଓ ଟିରେ ସିଦ୍ଧାନ୍ତ ଆଉ ସୁପ୍ରିୟା ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି |ତେବେ ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ନିଶ୍ଚୟ ଦେଖୁଥିବେ |ଆମ ଓଡିଆ ଲୋକମାନେ ଫିଲ୍ମି ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି |ତେବେ ବନ୍ଧୁଗଣ ଏହି ଭିଡିଓ ଟି ହେଉଛି ଗୋଟିଏ ସିରିଏଲ ଶୁଟିଙ୍ଗ ସେଟ ର ଭିଡିଓ |ସିରିଏଲ ଟିର ନାମ ହେଉଛି କେମିତି କହିବି କହ |

ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ସିଦ୍ଧାନ୍ତ ଙ୍କୁ ଆସି କହୁଛନ୍ତି କଣ ସିଦ୍ଧାନ୍ତ ସିଦ୍ଧାନ୍ତ ହେଉଛ ସୁପ୍ରିୟା ସମସ୍ତଙ୍କୁ କହୁଛି ମୁଁ ସିଦ୍ଧାନ୍ତ ଙ୍କ ଠାରୁ ଭଲ ଅଭିନୟ କରେ ତାପରେ ସୁପ୍ରିୟା କହୁଛନ୍ତି ନଇ ସାର ମୁଁ ଏମିତି କହିନୀ ସିଦ୍ଧାନ୍ତ ପୁଣି ହସି ହସି କହୁଛନ୍ତି ଭଲ କଥା ତୁମେ ଏମିତି କଲେ ମୁଁ ଖୁସି ହେବି ତୁମେ ଭଲ ଅଭିନୟ କର |ଏହି ଭିଡିଓ ରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି କି ସୁପ୍ରିୟା କୋଳି ଖାଉଛନ୍ତି ଓ ବହୁତ ମସ୍ତି ମଧ୍ୟ କରୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *