Breaking News

ଦୁଇ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡିଆ କଳାକାର

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ବହୁତ୍ବ କଳାକାର ମାନେ ଏମିତି ଅଛନ୍ତି ଯେଉଁମାନେ ଦୁଇ ଦୁଇଥର ବିବାହ କରିଛନ୍ତି |ତେବେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହି ସବୁ କଳାକାର ଙ୍କର ବିଷୟରେ ତେବେ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ଚନ୍ଦନ କର ସେ ଅଭିନେତ୍ରୀ ଜୁଲୀ ଙ୍କୁ ବିବାହ କରି ଥିଲେ 2005 ମସିହାରେ|କୌଣସି କାରଣରୁ ପରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ |


ଏହି ଲିଷ୍ଟ ର ଦିତୀୟ ସ୍ଥାନ ରେ ରହିଛନ୍ତି ସବ୍ୟସାଚୀ ମିଶ୍ର ସବ୍ୟ 2013 ରେ ସୀମା ଙ୍କୁ ବିବାହ କରିଥିଲେ ତେବେ ତାଙ୍କ ର ଏହି ବୈବାହିକ ସମ୍ପର୍କ ବହୁ ଦିନ ରହିନଥିଲା କୋର୍ଟ ରେ ଦିଭର୍ସ ପାଇଁ ଆବେଦନ କରି ଏହି ଦୁଇଜଣ ମଧ୍ୟ ଅଲଗା ହୋଇଯାଇଥିଲେ | ଏହାପରେ ଅଛନ୍ତି ଅନୁଭବ ଓ ବର୍ଷା ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ତେବେ ଦେଖିବା କଥା ଏହି ଘଟଣା ରେ ଆଗାମୀ ସମୟ ରେ କଣ ହେଉଛି | ଏହାପରେ ଅଛନ୍ତି ଅନୁ ଚୌଧୁରୀ ସେ ପ୍ରଥମେ ସନ୍ଧିପ୍ ମିଶ୍ର ଙ୍କୁ ବିବାହ କରି ଥିବା ବେଳେ ସେମାନଙ୍କ ବିବାହ ସଂମ୍ପର୍କ ବି ବହୁତ ଦିନ ଯାଏ ଚାଲି ପାରି ନ ଥିଲା ।

ଏହା ପରେ ଅଛନ୍ତି ଅସୀମ ପଣ୍ଡା ସେ କିଛି ବର୍ଷ ପୂର୍ବେ ବିବାହ କରିଥିଲେ ତେବେ ଅସୀମ ଙ୍କର ସ୍ଵାମୀ ତାଙ୍କୁ ଗୀତ ଗାଇବାକୁ ମନା କରିଥିଲେ କିନ୍ତୁ ଅସୀମ ଏହାକୁ ବିରୋଧ କରିଥିଲେ ଓ ଶେଷରେ ତାଙ୍କ ଛାଡ ପତ୍ର ହୋଇଯାଇଥିଲା | ମହାପାତ୍ର ଏବଂ ରଚନା ବାନାର୍ଜି ଏମାନେ 2004 ରେ ବିବାହ କରି ଥିବା ବେଳେ ଏମାନଙ୍କ ପ୍ରେମ ସଂମ୍ପର୍କ କିଛି ଦିନ ହିଁ ଚାଲି ପାରି ଥିଲା ପରେ ଏମାନେ ଅଲଗା ହୋଇ ଥିଲେ ଏବଂ ପରେ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ ଓ ରଚନା ମହୟ ବିବାହ କରିଥିଲେ ପରେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *