Breaking News

ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଥିବା ଦିବ୍ୟ ଏବଂ ଦୃଷ୍ଟି ଙ୍କ ବାସ୍ତବ ଜୀବନର କିଛି ଅଜଣା କଥା

ଆପଣ ମାନେ ଦେଖିଥିବେ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ଦିବ୍ୟ ଦୃଷ୍ଟି । ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ଦିବ୍ୟ ଦୃଷ୍ଟି ।ଆପଣ ମାନେ ସବୁଦିନ ଦେଖିଥିବେ ଦିବ୍ୟ ଦୃଷ୍ଟି ।ହଁ ବନ୍ଧୁ ଆଜି ଆମେ ଜାଣିବା ଦିବ୍ୟ ଦୃଷ୍ଟି ରେ ଲିଡି ରେ ଅଭିନୟ କରୁଥିବା ଦିବ୍ୟ ଏବଂ ଦୃଷ୍ଟି ଙ୍କ ଅସଲ ନାମ କଣ ।

ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଥିବା ଦୃଷ୍ଟି ଏବଂ ଦିବ୍ୟ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ଦିବ୍ୟ ଦୃଷ୍ଟି ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଦୁହିଁ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ଦିବ୍ୟ ଦୃଷ୍ଟି ନମ୍ବର ୱାନ ହୋଇ ପାରିଛି ।

ଦିବ୍ୟ ଏବଂ ଦୃଷ୍ଟି ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ହଁ ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଥିବା ଦିବ୍ୟ ଙ୍କ ଅସଲ ନାମ ହେଉଛି ରିଶିକ୍ ମିଶ୍ର ଏବଂ ଅଭିନୟ କରୁଥିବା ଦୃଷ୍ଟି ଙ୍କ ଅସଲ ନାମ ହେଉଛି ଅନନ୍ୟା ଦାସ । ହଁ ବନ୍ଧୁ ଅନନ୍ୟା ସୀରିଏଲ ସହିତ ସେ ମଧ୍ୟ ମଡେଲିଂ କରନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *