Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ରାଜାସ୍ଥାନରେ ଅର୍ଚ୍ଚିତା କେମିତି ଅଛନ୍ତି

ଅତି ନିକଟ ରେ ଶରିଯାଇଛି ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ଙ୍କ ବିବାହ ଘର । ରାଜସ୍ଥାନ ର ର ନୀତି ରୀତି ନିୟମ ରେ ବିବାହ ଘର ହୋଇଛି ।ଆସନ୍ତୁ ଜାଣିବା ତାଙ୍କ ବିବାହ ବିଷୟ ରେ ଆଉ କିଛି । ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ଘର ର ଫଟୋ ରେ ଅଭିନେତା ସବ୍ୟସାଚୀ ଙ୍କୁ ବର ବେଶ ରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବଧୂ ବେଶ୍ ରେ ଦେଖିବାକୁ ମିଳିଛି । ପୂର୍ବ ରୁ ଉଭୟ ଙ୍କ ର ହଳଦୀ ସେରିମନି ଫଟୋ ମଧ୍ୟ ନଜର କୁ ଆସିଥିଲା । ଅନେକ ଦିନ ଧରି ସବ୍ୟ, ଅର୍ଚ୍ଚିତା ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା ।

କ୍ଷଣି ଙ୍କ ଭିତ ରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନ ରେ ଉଭୟ ଆବଦ୍ଧ ହୋଇଛନ୍ତି ।ବିବାହ ପରେ ଉଭୟ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ମଧ୍ୟ ମିଳୁଛି । ଅଭିନେତା ସବ୍ୟସାଚୀ ୨୦୦୭ ରୁ ପାଗଳ ପ୍ରେମୀ ଚଳଚ୍ଚିତ୍ର ରେ ମାଧ୍ୟମ ଉଳୀଉଡ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ ରେ ଓ ମାଇଁ ଲଭ୍ ରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ସବ୍ୟସାଚୀ ଏଯାବତ୍ ୩୭ ରୁ ଉର୍ଦ୍ଧ ଫିଲ୍ମ୍ ରେ ଅଭିନୟ କରିଥିବା ବେଳେ ଅର୍ଚ୍ଚିତା ୪୦ ରୁ ଅଧିକ ଫିଲ୍ମ୍ ରେ ଅଭିନୟ କରିଛନ୍ତି ।

ଦୁହିଁ ଙ୍କ ମଧ୍ୟ ରେ ସପନ ର ସୌଦାଗର ଚଳଚ୍ଚିତ୍ର ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ ରେ ମୁକ୍ତି ଲାଭକରିବ ପରେ ଏହି ଯୋଡ଼ି କୁ ଦର୍ଶକ ଅଧିକ ପସନ୍ଦ କରିବାକୁ ଲାଗୁଥିଲେ । କରୋନା ସମୟ ରେ ସବ୍ୟ ନିଆରା ଅବଦାନ କେବଳ ଓଡ଼ିଶା ନୁହେଁ ସାରା ଭାରତ ମଧ୍ୟ ବେଶ୍ ପ୍ରଶଂସା ମିଳିଛି ।

ଏବେ ଏହି ଯୋଡ଼ି ରାଜସ୍ଥାନ ରୁ ଫେରୁଥିବା ପରେ ଏଠାରେ ଅତିଥି ମାନ ଙ୍କୁ ନେଇ ଭୋଜି ର ଆୟୋଜନ କରାଯିବ ବୋଲି ସେମାନ ଙ୍କ ପରିବାର ପକ୍ଷ ରୁ କୁହାଯାଇଛି । ହଁ ବନ୍ଧୁ ତାଙ୍କ ରିସେପେସନ୍ କୁ ଏହି ବଡ଼ ଆକଟର ମାନେ ଆସୁଛନ । ଯଥା ଅନୁଭବ, ବର୍ଷା, ସିଦ୍ଧାନ୍ତ,ରଚନା,ବାବୁଶାନ୍, ଅପରାଜିତା ଇତ୍ୟାଦି ଛୋଟ କଳାକାର ଏବଂ ବଡ଼ କଳାକାର ମାନଙ୍କୁ ନିମନ୍ତ୍ରଣ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *