Breaking News

ଭିଡିଓ ଦେଖନ୍ତୁ – ନୂଆ କରି ବିବାହ କରିଥିବା ସବ୍ୟସଚୀ ଅର୍ଚ୍ଚିତ ( Sabyasachi Archita) ବିବାହ ପରେ କେମିତି ଅଛନ୍ତି

ଅତି ନିକଟ ରେ ସାରିଯାଇଛି ସବ୍ୟ ଏବଂ ଅର୍ଚ୍ଚିତା ବିବାହ ଘର । ବିବାହ ପରେ ଏକ ଭିଡିଓ ହୋଇଥିଲା ଯେ ଇଏ ହମ୍ ହେ ଇଏ ହମର ଟିମ୍ ହେ ଏହି ଭଳି ଗୋଟେ ଛୋଟ ସମୟ ପାଇଁ ଭିଡିଓ କରିଥିଲେ । ଛାଡ଼ନ୍ତୁ ବନ୍ଧୁ ଆସନ୍ତୁ ଜାଣିବା ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ଙ୍କ ବିବାହ ଫଟୋ ରେ ଅଭିନେତା ସବ୍ୟସାଚୀ ଙ୍କୁ ବର ବେଶ ରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବଧୂ ବେଶ୍ ରେ ଦେଖିବାକୁ ମିଳିଛି । ପୂର୍ବ ରୁ ଉଭୟ ଙ୍କ ର ହଳଦୀ ସେରିମନି ଫଟୋ ମଧ୍ୟ ନଜର କୁ ଆସିଥିଲା ।

ଅନେକ ଦିନ ଧରି ସବ୍ୟ, ଅର୍ଚ୍ଚିତା ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା । କ୍ଷଣି ଙ୍କ ଭିତ ରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନ ରେ ଉଭୟ ଆବଦ୍ଧ ହୋଇଛନ୍ତି ।ବିବାହ ପରେ ଉଭୟ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ମଧ୍ୟ ମିଳୁଛି । ଅଭିନେତା ସବ୍ୟସାଚୀ ୨୦୦୭ ରୁ ପାଗଳ ପ୍ରେମୀ ଚଳଚ୍ଚିତ୍ର ରେ ମାଧ୍ୟମ ଉଳୀଉଡ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ ରେ ଓ ମାଇଁ ଲଭ୍ ରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ ।

ସବ୍ୟସାଚୀ ଏଯାବତ୍ ୩୭ ରୁ ଉର୍ଦ୍ଧ ଫିଲ୍ମ୍ ରେ ଅଭିନୟ କରିଥିବା ବେଳେ ଅର୍ଚ୍ଚିତା ୪୦ ରୁ ଅଧିକ ଫିଲ୍ମ୍ ରେ ଅଭିନୟ କରିଛନ୍ତି । ଦୁହିଁ ଙ୍କ ମଧ୍ୟ ରେ ସପନ ର ସୌଦାଗର ଚଳଚ୍ଚିତ୍ର ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ ରେ ମୁକ୍ତି ଲାଭକରିବ ପରେ ଏହି ଯୋଡ଼ି କୁ ଦର୍ଶକ ଅଧିକ ପସନ୍ଦ କରିବାକୁ ଲାଗୁଥିଲେ । କରିବା ସମୟ ରେ ସବ୍ୟ ନିଆ ଅବଦାନ କେବଳ ଓଡ଼ିଶା ନୁହେଁ ସାରା ଭାରତ ମଧ୍ୟ ବେଶ୍ ପ୍ରଶଂସା ମିଳିଛି ।


ଏବେ ଏହି ଯୋଡ଼ି ରାଜସ୍ଥାନ ରୁ ଫେରୁଥିବା ପରେ ଏଠାରେ ଅତିଥି ମାନ ଙ୍କୁ ନେଇ ଭୋଜି ର ଆୟୋଜନ କରାଯିବ ବୋଲି ସେମାନ ଙ୍କ ପରିବାର ପକ୍ଷ ରୁ କୁହାଯାଇଛି । ଆପଣ ମାନେ ଦେଖିଥିବେ ସବ୍ୟ ଓ ଅର୍ଚ୍ଚିତା ଙ୍କ ଅନେକ ଚଳଚ୍ଚିତ୍ର ଯେମିତି କି ମୋତେ ଆଣି ଦେଲ ଲକ୍ଷେ ଫଗୁଣ , ସ୍ମାଇଲ୍ ପ୍ଲିଜ୍,ପିଲାଟା ବିଗିଡ଼ି ଗଲା,କୋଉ ଦୁନିଆ ରୁ ଆସିଲା ବନ୍ଧୁ, ଏମିତି ଅନେକ ଫିଲ୍ମ୍ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି। ସବୁଠୁ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ତୋର ମୋର ଯୋଡି ସୁନ୍ଦର । ଅନେକ ଫିଲ୍ମ ରେ ସ୍ଵାମୀ ଓ ସ୍ତ୍ରୀ ଅଭିନୟ କରିଥିବା ର ଦେଖିବାକୁ ମିଳିଛି ଯେଉଁଟାକି ଆଜି ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *