Breaking News

ଭିଡିଓ ଦେଖନ୍ତୁ – ବିବାହ କରିବା ପୂର୍ବରୁ କଣ କହୁଛନ୍ତି ସବ୍ୟସଚୀ ଅର୍ଚ୍ଚିତା…

ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ଅଭିନେତା ସବ୍ୟସାଚୀ ଓ ଫେମସ ଅର୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ| ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ରାଜସ୍ଥାନ ର ଗୋଟିଏ ଜାଗାରେ ବିବାହ କରିଛନ୍ତି |ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଙ୍କର କିଛି ବିବାହ ପରର ଫଟ ଦେଖେଇବୁ ଯାହା ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଏହି ଦୁଇ ଯୋଡି ଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି |ତେବେ ଓଲିଉଡଜଗତରେ ଏହି ଦୁଇ ଯୋଡି ବହୁତ ପପୁଲାର ଯୋଡି ଲୋକମାନେ ଏହି ଯୋଡି ଙ୍କୁ ଦେଖିବାକୁ ବହୁତ ପସନ୍ଦ ମଧ୍ୟ କରନ୍ତି |ତେବେ ସବୁବେଳେ ଏହି ଦୁଇଜଣ ସୋସିଆଲ ମିଡିଆ ରେ ଚର୍ଚା ରେ ରହିଥାନ୍ତି |ଓ ସବୁବେଳେ ସୋସିଆଲ ମିଡିଆ ରେ ଏହି କଥା ଟି ଘୁରି ବୁଲିଥାଏ କି ଅର୍ଚିତା ସବ୍ୟ ଙ୍କୁ ଭଲପାଉଛନ୍ତି ଓ ବିବାହ କରିବେ ବୋଲି ଏହି କଥା ଟି ଆଗରୁ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହେଉଥିଲା |

କିନ୍ତୁ ଏହି କଥା କୁ ସବ୍ୟସାଚୀ ଓ ଅର୍ଚିତା ସବୁବେଳେ ଏଡାଇ ଆସୁଥିଲେ |କିନ୍ତୁ ଗତ 1 ତାରିଖରେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |28 ତାରିଖ ରାତିରେ ଏହି ଦୁଇଜଣ ବିବାହ କରିବା ନେଇ ସୋସିଆଲ ମିଡିଆ ରେ ସୂଚନା ଦେଇଥିଲେ |ସେ ତାଙ୍କ ନିର୍ବନ୍ଧ ର କିଛି ଫଟୋ ମଧ୍ୟ ପୋସ୍ଟ କରିଥିଲେ |ତେବେ ଆପଣ ମାନେ ଦେଖିପାରୁଥିବେ ସେ ତାଙ୍କର ନିର୍ବନ୍ଧ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି |

ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ସୁଖ ଓ ଦୁଖର ନାମ ହେଉଛି ଜୀବନ ଅନେକ ଥର ଲାଗେ ସବୁକିଛି ସରିଗଲା ହେଲେ ଭଗବାନ ସବୁବେଳେ ନିଷ୍ଠୁର ନୁହନ୍ତି ସେଥିପାଇଁ ମୋତେ ଏମିତି ଏକ ଜୀବନ ସାଥି ଦେଇଛନ୍ତି |ସେ ଆହୁରି ମଧ୍ୟ କହିଛନ୍ତି ଆପଣ ମାନଙ୍କର ଆଶୀର୍ବାଦ ଆମର ସବୁ ଯାତ୍ରା କୁ ସଫଳ କରିବ|

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *