Breaking News

ଦେଖନ୍ତୁ ଭିଡିଓ – ରାନୀ ପଣ୍ଡା (Rani Panda) Live ରେ ଆସି ସମସ୍ତଙ୍କ ଆଗରେ ଏହି କଥା କହି କାନ୍ଦିବାକୁ ଲାଗିଲେ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଯେ ଓଡ଼ିଆ ଆକଟର ରାଣୀ ପଣ୍ଡା । ହଁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ରାଣୀ ପଣ୍ଡା ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଯାହା ଫଲରେ ସେ ଲୋକ ଙ୍କ ପାଖ ରେ ପ୍ରିୟ ହୋଇପାରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ସମୟ ରେ ଖୁବ ଭାଇରାଲ ହବା ରେ ଲାଗିଛି ରାଣୀ ପଣ୍ଡା ଙ୍କ ଏକ ଭିଡ଼ିଓ ।

କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା । ହଁ ବନ୍ଧୁ ଆମେ କହୁଚୁ କାନ୍ଦମ୍ବିନୀ ଙ୍କ କଥା ଯାହା ଙ୍କ ମୁହଁ ଏସିଡ ରେ ମୁହଁ ଟି ନଷ୍ଟ ହୋଇଯାଇଥିଲା ତା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲା ଏହି ଭିଡିଓ କୁ ଦେଖି ରାଣୀ ପଣ୍ଡା କହିଛନ୍ତି ଯେ ଏମିତି ଯଦି ପୁଅ ୧୫ ରୁ ୨୦ ଟା ନୁହଁ ହଜାର ପୁଅ ଓଡ଼ିଶା ରେ ବହାରନ୍ତେ ତାହାଲେ ଚେହେରା କୁ ନୁହେଁ ବୟସ କୁ ନୁହେଁ ,ଧନ କୁ ନୁହେଁ ଦେହକୁ ନୁହେଁ ମନ୍ କୁ ଭଲପାଇ ସାରାଜୀବନ ପାଇଁ ସାଥୀ ହୁଅନ୍ତେ ।

ତାହାଲେ ଆମ ଓଡ଼ିଶା ଓ ଏ ସମାଜ କେତେ ଆଗକୁ ଯାଆନ୍ତା ମୁ ବି କହିପାରିବି ନାହିଁ । ପ୍ରତ୍ୟେକ ଏହିଭଳି ନାରୀ,ଝିଅ ମାନଙ୍କର ଇଜ୍ଵତ୍ ରହି ଯାଆନ୍ତା । ପ୍ରତ୍ୟେକ ନାରୀ ଭଲ ପାଇବା ର ଶିକାର ହୋଇ ସ୍ୱୀ ସାଇଟ୍ କରୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ଏଠି ସ୍ବାର୍ଥ ପାଇଁ ହାତ ଧରନ୍ତି ଏବଂ ସ୍ବାର୍ଥ ପାଇଁ ହାତ ଛାଡନ୍ତି । ସ୍ବାର୍ଥ ପାଇଁ ଦେହ କୁ ଭଲ ପାଇଲେ ମନ କୁ ନୁହେଁ ।

ସେ କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଦେଖିଲେ କାଦମ୍ୱିନୀ ଏବଂ ସରୋଜ ନିଆରା ପ୍ରେମ କାହାଣୀ ।ଏହା କହିବା ସହିତ ସେ ଦୁଇ ଜଣ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭଗବାନ ତମ ଦୁହିଁଙ୍କୁ ଆଶିର୍ବାଦ ଦିଅନ୍ତୁ । ଭଲପାଇବା ଧନରେ,ଦେହରେ, ଟଙ୍କାରେ, ବୟସରେ ନୁହେଁ ଭଲପାଇବା ମନ ରେ ହୁଏ । ଏହା କହି ସେ କାନ୍ଦମ୍ବିନୀ ଏବଂ ସରୋଜ ଙ୍କୁ ବିବାହ ର ଶୁଭେଚ୍ଛା ଜଣାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *