Breaking News

ଓଡିଆ ଧାରାବାହିକ ର ହିରୋଇନ ମାନଙ୍କର ଭଉଣୀ ମାନଙ୍କୁ ଆଗରୁ କେବେ ଦେଖି ନଥିବେ ପ୍ରଥମ ଥର ଦେଖନ୍ତୁ

ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ଜଗତରେ ଅଭିନୟ କରୁଥିବା ସମସ୍ତ ହୀରୋ ଓ ହିରୋଇନ ମାନଙ୍କୁ ନିଶ୍ଚୟ ଜାଣିଥିବେ | ସେମାନଙ୍କର ଖୁବ ସୁନ୍ଦର ଅଭିନୟ ମଧ୍ୟ ଦେଖିଥିବେ ଆଜି ଆମେମାନେ ଆମର ଏହି ଲେଖା ମଧ୍ୟମରେ ଆପଣ ମାନଙ୍କୁ ଜଣେଇ ବାକୁ ଯାଉଛୁ ଏହି ହିରୋଇନ ମାନଙ୍କ ଭଉଣୀ ମାନଙ୍କ ବିଷୟରେ |ଯାହାକି ଆପଣ ମାନେ ଆଗରୁ କେବେ ଜାଣିନଥିବେ |ତେବେ ଡେରି ନକରି ଆସନ୍ତୁ ଜାଣିବା |

ତେବେ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ରହିଛନ୍ତି ଅର୍ପିତା ଅପା ଯାହାଙ୍କୁ ଆପଣ ମାନେ ଦୂର୍ଗା ସିରିଏଲ ରେ ମୁଖ୍ୟ ଚରିତ୍ର ଦୂର୍ଗା ଙ୍କ ଚରିତ୍ର ରେ ଦେଖିଥିବେ | ତେବେ ଅର୍ପିତା ଅପା ଙ୍କ ଭଉଣୀ ମଧ୍ୟ ଜଣେ ଅଭିନେତ୍ରୀ ଇଏ ହେଉଛନ୍ତି ତାଙ୍କ ଭଉଣୀ ।

ସେହିପରି ଆମର ଏହି ଲିଷ୍ଟ ରେ ଦିତୀୟ ସ୍ଥାନରେ ରହିଛନ୍ତି ମୋନାଲିସା ଆପଣମାନେ ମୋନାଲିସା ନୂଆବୋହୂ ସିରିଏଲ ରେ ସୁମୀ ଅପା ଚରିତ୍ର ରେ ଦେଖିଥିବେ ତେବେ ଆପଣମାନେ ଜାଣିଥି ବେ ମୋନାଲିସା ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକ ପ୍ରିୟାତା ହାସଲ କରି ପାରିଛନ୍ତି | ଇଏ ହେଉଛନ୍ତି ମୋନାଲିସା ଙ୍କର ଭଉଣୀ |

ଏହି ଲିଷ୍ଟ ଆରଏସ ତୃତୀୟ ସ୍ଥାନ ରେ ରହିଛନ୍ତି ସନମୀରା |ଆପଣ ,ମାନେ ସନମିର ଙ୍କୁ ଓଲିଉଡ ରେ ବହୁତ ସିରିଏଲ ରେ ନିଶ୍ଚୟ ଦେଖିଥିବେ | ସେ ବହୁତ ଗୁଡିଏ ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କର ଖୁବ ସୁନ୍ଦର ଆବ ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଳ କରିପାରିଛନ୍ତି | ତେବେ ଇଏ ହେଉଛନ୍ତି ତାଙ୍କ ଭଉଣୀ | ତାଙ୍କ ଭଉଣୀ ଙ୍କ ନାମ ହେଲା କାସ୍ମିରା| ସେହି ପରି ରଞିତା ଙ୍କୁ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ଦେଖିଥିବେ ସେ ଏହି ସିରିଏଲ ରେ ତନୁଜା ଖୁଡୀ ଭାବେ ଅଭିନୟ କରୁ ଥିବା ବେଳେ ଇଏ ହେଲେ ତାଙ୍କର ଭଉୀଣି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *