Breaking News

ଦେଖନ୍ତୁ ଭିଡିଓ – ରାନୀ ପଣ୍ଡା (Rani Panda) ନିଜେ ଏହି ଝିଅର ପ୍ରଶ୍ନ ଉତ୍ତର ଏମିତି କିଛି ଦେଲେ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଯେ ଓଡ଼ିଆ ଆକଟର ରାଣୀ ପଣ୍ଡା । ହଁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ରାଣୀ ପଣ୍ଡା ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଯାହା ଫଲରେ ସେ ଲୋକ ଙ୍କ ପାଖ ରେ ପ୍ରିୟ ହୋଇପାରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ସମୟ ରେ ଖୁବ ଭାଇରାଲ ହବା ରେ ଲାଗିଛି ରାଣୀ ପଣ୍ଡା ଙ୍କ ଏକ ଭିଡିଓ ।

ସୋସିଆଲ ମିଡିଆରେ ଭାଇରଲ ହେଲା ଓଡ଼ିଆ ଜଗତ ରେ ଅଭିନୟ କରୁଥିବା ରାଣୀ ପଣ୍ଡା ଙ୍କ ଭିଡିଓ । ହଁ ବନ୍ଧୁ ଭିଡିଓ ଟି ହେଉଛି ରାଣୀ ପଣ୍ଡା ଯାଇଥିଲେ ଏକ ଗରିବ ଘର କୁ ତାଙ୍କ ଘର ଦ୍ବାର ବୁଲି ଏବଂ ତାଙ୍କର ସମସ୍ତ ଭଲ, ମନ୍ଦ୍ ସବୁ ବୁଝିଥିଲେ । ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । ଆମେ ଆପଣ ଙ୍କୁ କହି ରଖୁଛୁ ଯେ ରାଣୀ ପଣ୍ଡା ପୂର୍ବ ଭିଡିଓ କହିଥିଲେ ଯେ ଯେଉଁଥିରେ ସେ ଆହୁରି କହିଛନ୍ତି ବଡ଼ ବଡ଼ ଆକାଟର ଯଦି ବାବୁଶାନ୍ ଙ୍କ ଭଳି ତାଙ୍କ ଫ୍ୟାନ ଙ୍କ ଦୁଃଖ ସମୟ ରେ ରୁହନ୍ତି ବହୁତ୍ ଭଲ ହୁଅନ୍ତା।

ପଇସା ଦବା ବଡ଼ କଥା ନୁହଁ ଆଶ୍ୱାସନା ଦବା ବଡ଼ କଥା । ରାଣୀ ପଣ୍ଡା ଯଦି କାହାକୁ ଅଧିକ ପସନ୍ଦ କରନ୍ତି ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ତାପରେ ହୃଦୟ ରୁ ସେ କାହାକୁ ଅଧିକ ଭଲ ପାଆନ୍ତି ସେ ହଉଛନ୍ତି ବାବୁଶାନ୍ । ବାବୁଶାନ୍ ତାଙ୍କ ଫ୍ୟାନ ଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲେ । ସେଥିପାଇଁ ରାଣୀ ପଣ୍ଡା ପୂର୍ବ ଭିଡିଓ କରିଥିଲେ ବାବୁଶାନ୍ ଙ୍କ ପାଇଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *