Breaking News

ବିବାହ ପରେ ରାଜାସ୍ଥାନ ବୁଲିଲେ ସବ୍ୟସାଚୀ ଓ ଅର୍ଚିତା (Sabyasachi-Archita) ଦେଖନ୍ତୁ ବୁଲିବା ବେଳର ଭିଡିଓ …

ଆପଣ ମାନେ ସମସ୍ତେ ଜାଣିଥିବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଲିଉଡ ଜଗତର ଫେମସ କଳାକାର ସବ୍ୟସାଚୀ ଓ ଅର୍ଚିତା |ଏହି ଦୁଇଜଣ ରାଜସ୍ଥାନ ର ଏକ ବିଳାସ ପୂର୍ଣ ଜାଗାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ତେବେ ବିବାହ କରି ସାରିବା ପରେ ଏହି ଦୁଇଜଣ ରାଜସ୍ଥାନ କିଛି ନୂଆ ନୂଆ ଜାଗାରେ ଏକାଠି ବୁଲୁଥିବାର ଦେଖିବାକୁ ମିଳିଛି |ଏହି ବୁଲିବା ବେଳର ଫଟୋ ଗୁଡିକ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି |


ତେବେ ସେ ଆଜି ଓଡିଶା ଫେରୁଥିବା ନେଇ ସୂଚନା ଦେଇଛନ୍ତି ଓ ଆଉ କିଛି ଦିନ ତଳେ ଭୁବନେଶ୍ଵର ରେ ଏକ ବଡ ପାଟି ହେବାକୁ ଯାଉଛି ସବ୍ୟ ଆଉ ଅର୍ଚିତା ଙ୍କର |ତେବେ ଆପଣ ,ମାନେ ଜାଣିଥିବେ କାଲୀ ରାଜସ୍ଥାନ ରେ ବିବାହ କରିଥିଲେ ଓଲିଉଡ ଜଗତର ଚର୍ଚିତ ଯୋଡି ସବ୍ୟ ଆଉ ଅର୍ଚିତା |ଏହି ଦୁଇଜଣ ବହୁ ଘାତ ପ୍ରତିଘାତ ଓ ବହୁ ଚର୍ଚା ବିଚର୍ଚା ଦେଇ ଏହି ଦୁଇଜଣ ବିବାହ କରିଛନ୍ତି |


ଏହି ଦୁଇଜଣ ଏକା ସାଙ୍ଗରେ ବହୁତ ଗୁଡିଏ ହିଟ ଚଳଚିତ୍ର ଓଲିଉଡ ଜଗତକୁ ଭେଟି ଦେଇଛନ୍ତି |ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଲୋକ ମାନେ ଯେତେ ପ୍ରଶଂସା କରିଛନ୍ତି ସେତେ ନିନ୍ଦା ମଧ୍ୟ କରିଛନ୍ତି ଏହାର କାରଣ ହେଉଛି ସବ୍ୟ ଦିତୀୟ ଥର ଅର୍ଚିତା ଙ୍କର ହାତ ଧରିଛନ୍ତି |ପ୍ରଥମେ ସବ୍ୟ ସୀମା ଙ୍କୁ ବିବାହ କରିଥିଲେ ତେବେ ସବ୍ୟ ଓ ସୀମା ଙ୍କ ମଧ୍ୟରେ ଆପୋସ ବୁଝାବଣା ହୋଇ ଡିଭର୍ସ ହୋଇଥିଲା |


ତେବେ ଏହାପରେ ସବ୍ୟ ଓ ଅର୍ଚିତା ଙ୍କର ମନ ମିଶିଥିଲା ଓ ଦୁଇ ପରିବାର ମନ ମିଶିଥିଲା ତାପରେ ଏହି ଦୁଇଜଣ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ |ତେବେ ଏହି ଦୁଇଜଣ ଯାଇ ରାଜସ୍ଥାନ ରେ ବିବାହ କରିଥିଲେ ଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ବହୁତ ଗୁଡିଏ ଫଟୋ ମଧ୍ୟ ଅପଲୋଡ କରିଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.